ଆଇଏଏସ୍‍-୨୦୧୭: ଶୁଭଙ୍କର ଓଡ଼ିଶା ଟପ୍ପର

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକସେବା ଆୟୋଗ ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା - ୨୦୧୭ରେ ଶୁଭଙ୍କର ମହାପାତ୍ର ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟସ୍ତରରେ ତାଙ୍କର ର୍ୟାଙ୍କ ରହିଛି ୪୬। ଓଡ଼ିଶାର ପ୍ରଥମ…
Read More...

ସୌନ୍ଦର୍ଯ୍ୟ ପାଇଁ ଶଲ୍ୟ ଚିକିତ୍ସା

ବାହାଘର ସମୟରେ କିମ୍ବା ଭାଇ ଭଉଣୀଙ୍କ ବାହାଘର ବେଳେ ଅଧିକ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ତ ବଜାରରେ ମିଳୁଥିବା ବିଭିନ୍ନ ନାମୀ କମ୍ପାନୀର ଦାମୀ ସାବୁନ୍, ଫେସ୍ ୱାସ୍, କି୍ରମ୍ ଏବଂ…
Read More...

ଜି.ଉଦୟଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ଶନିବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।  ୩ଟି ପ୍ରମୁଖ ଦାବି ନେଇ କୁଇଦିନ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହ…
Read More...

ଟ୍ରକ୍-ବସ୍- ଟ୍ରଲର ଧକ୍କା, ଜଣେ ମୃତ, ୧୦ ଆହତ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର୍ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି l ଆହତଙ୍କୁ ଖଲ୍ଲିକୋଟ…
Read More...

ଲୋକାୟୁକ୍ତ ପ୍ରସଙ୍ଗରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଲୋକାୟୁକ୍ତ ଗଠନ ସମ୍ପର୍କରେ ସୁପ୍ରିମକୋର୍ଟରେ ସରକାର ଭୁଲ୍‍ ତଥ୍ୟ ଦେଇଥିବା ଅଭିଯୋଗ କରି ବିରୋଧୀ ଦଳ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗରେ…
Read More...

ଭାରତ-ଚୀନ୍‍ ଆଲୋଚନା ସକାରାତ୍ମକ: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା ସକାରାତ୍ମକ ରହିଛି ବୋଲି ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମୋଦିଙ୍କ ଚୀନ୍‍ ଗସ୍ତ…
Read More...

ମୋଦି-ଜିନ୍‍ପିଙ୍ଗଙ୍କ ନୌକାବିହାର

ହୁଆନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଚୀନ୍‍ ଗସ୍ତ ଆଜି ସରିବ। ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସହିତ ମୋଦି ବିଭିନ୍ନ ପର୍ଯ୍ୟାୟରେ ଭେଟିବା ସହିତ ଅନୌପଚାରିକ ଆଲୋଚନା କରିଛନ୍ତି। ଆଲୋଚନା…
Read More...

ହାତୀର ମୃତ ଦେହ ଉଦ୍ଧାର

ମୟୂରଭଞ୍ଜ: ବେତନଟୀ ବନାଞ୍ଚଳ ରେଞ୍ଜ ଅଧୀନ ବଇଁଚା ଗ୍ରାମରୁ ଏକ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବ୍ୟବଚ୍ଛେଦ ପରେ ହାତୀର ମୃତ ଦେହକୁ ପୋତି ଦିଆଯିବ…
Read More...

ଦୁଇଜଣଙ୍କୁ ଦଳି ମାରିଦେଲା ହାତୀ

ରେଢ଼ାଖୋଲ: ଘରୁ ଟେକି ନେଇ ଦୁଇଜଣଙ୍କୁ ହାତୀ ଦଳି ଦେଇଛି। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ମୋଚିବାହାଳ ରେଞ୍ଜ ମାକରକନ୍ଦା ଗ୍ରାମର ଶମ୍ଭୁ ଭୋଇ(୬୫) ଓ ଦୟମତୀ ଭୋଇ(୭୦)। ରେଢ଼ାଖୋଲ…
Read More...

ଅଣ ବିଜେପି, ଅଣ କଂଗ୍ରେସ ମେଣ୍ଟ ଗଠନ ଦିଗରେ କେସିଆର

ନୂଆଦିଲ୍ଲୀ: ଆଞ୍ଚଳିକ ଦଳଗୁଡିକୁ ଏକଜୁଟ୍‌ କରି କଂଗ୍ରେସ ଓ ବିଜେପିର ବିକଳ୍ପ ମେଣ୍ଟ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)। ତେଲଙ୍ଗାନା ରାଷ୍ଟ୍ର…
Read More...

୧୪୦ ଶିଶୁଙ୍କ କଙ୍କାଳ ଉଦ୍ଧାର

ଲିମା: ପେରୁର ଉତ୍ତରାଞ୍ଚଳ ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ ଲା’ଲିବରେଟେଡ୍‌ ଅଞ୍ଚଳରୁ ବିଶ୍ୱର ସର୍ବାଧିକ ଶିଶୁ ଗଣହତ୍ୟାର ପ୍ରମାଣ ଠାବ କରାଯାଇଛି। ଏହି ଅଞ୍ଚଳ ଦେଶର ତୃତୀୟ ବୃହତ୍ତମ ନଗରୀ ତୃଜିଲୋର ଉତ୍ତର-ପଶ୍ଚିମ…
Read More...

ନୂଆ ଅଧିନାୟକ ଶ୍ରେୟାସ ଦିଲ୍ଲୀକୁ ଜିତାଇଲେ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଆଇପିଏଲ୍‌ ମ୍ୟାଚ୍‌ରେ ନେତୃତ୍ୱ ନେଇ ବିସ୍ଫୋରକ ଅପରାଜିତ ୯୩ ରନ୍‌ର ଇନିଂସ ଖେଳିଛନ୍ତି ଦିଲ୍ଲୀ ଡେୟାରଡେଭିଲ୍‌ସ ଅଧିନାୟକ ଶ୍ରେୟାସ ଆୟର। ଫଳରେ ଆଇପିଏଲ୍‌-୧୧ରେ ସର୍ବାଧିକ ଦଳଗତ ସ୍କୋର୍‌…
Read More...

ଶନିବାର

ମେଷ: ଲାଗି ରହିଥିବା ବିବାଦର ଅବସାନ ଘଟିବ। ଶତ୍ରୁ ବିନାଶ କରି ମନରେ ଥିବା ଭୟ ଓ ଆଶଙ୍କା ଦୂର କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ। ବୃଷ:…
Read More...

ଭାରତର ୫୦୦ ୱେବସାଇଟ ହ୍ୟାକ କରିଥିବା ହ୍ୟାକର ଗିରଫ

ନୂଆଦିଲ୍ଲୀ : ପାକିସ୍ତାନ ସମର୍ଥନରେ ଭାରତର ୫୦୦ରୁ ଅଧିକ ୱେବସାଇଟ ହ୍ୟାକ୍‍ କରିଥିବା କାଶ୍ମୀରର ଦୁଇ ଛାତ୍ରଙ୍କୁ ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ସେଲ୍‍ ଗିରଫ କରିଛି। ଏହି ହ୍ୟାକର ଦ୍ୱୟଙ୍କ ପରିଚୟ ୨୮ ବର୍ଷିୟ…
Read More...

ରଥଖଳାରୁ… ୩୮ତୁମ୍ବ ନିର୍ମାଣ, ୧୨ଟିର ବିନ୍ଧ ଶେଷ

ପୁରୀ : ତିନିରଥ ପାଇଁ ୩୮ ତୁମ୍ବ ନିର୍ମାଣ ଶେଷ ହୋଇଛି। ସେଥିରୁ ୧୨ଟିରେ ୧୬ଯୋଡା ଲେଖାଏଁ ବିନ୍ଧ କରାଯାଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଆଉ ୪ଟି  ତୁମ୍ବ ନିର୍ମାଣ ଶେଷହେବ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥପାଇଁ ୧୪,…
Read More...

୩୦ରେ ଜେଇଇ ମେନ୍‍ ଫଳ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜେଇଇ ମେନ ପରୀକ୍ଷାଫଳ ଏପ୍ରିଲ୍‍ ୩୦ରେ ପ୍ରକାଶ ପାଇବ। ଚଳିତ ବର୍ଷ ଜେଇଇ ମେନ୍‍…
Read More...

ସରପଞ୍ଚଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଟି ପଞ୍ଚାୟତର ସରପଞ୍ଚମାନେ ଦେଇଥିବା ପ୍ରସ୍ତାବ ମଧ୍ୟରୁ ୩୦ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ସମସ୍ତ…
Read More...

ଇମ୍ଫାରେ ଅଚଳାବସ୍ଥା ପଞ୍ଚମ ଦିନରେ, ବାହାରୁନି ସମସ୍ୟା ସୂତ୍ର

ରାୟଗଡା : ରାୟଗଡା ଜିଲା କୋଲନରା ବ୍ଲକ ଥେରୁବାଲି ଗ୍ରାମସ୍ଥିତ ଇମ୍ଫା କାରଖାନାରେ ଅଚଳାବସ୍ଥା ଶୁକ୍ରବାର ଜାରି ରହିଛି। ବିଭିନ୍ନ ଦାବି ନେଇ ସ୍ଥାନୀୟ ଡଙ୍ଗରିଆ କନ୍ଧମାନଙ୍କ ଆନ୍ଦୋଳନ ଥମିବାର ନାଁ ନେଉ ନଥିବା ବେଳେ…
Read More...

ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନ ବିବାଦ : ଶାନ୍ତି ଭୂଷଣଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନକୁ ନେଇ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ ଦାୟର କରିଥିବା ଜନସ୍ୱାର୍ଥ ମାମଲା ଉପରେ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଶୁଣାଣି ଶେଷ କରି ରାୟ…
Read More...

ଗୃହ କମ୍ପାଇଲେ ବିରୋଧୀ

-ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗନ୍ତୁ ଶାସକ, -ମୁଖ୍ୟମନ୍ତ୍ରୀଙ୍କ ବିବୃତିି ଦାବି, ଗୃହ ମୁଲତବୀ ଭୁବନେଶ୍ୱର : ବିଧାନସଭାରେ ଲୋକାୟୁକ୍ତ ତାତି ଥମୁ ନାହିଁ। ନିକଟରେ ଲୋକାୟୁକ୍ତ ନିଯୁକ୍ତି ନେଇ ବିରୋଧୀ ବିଧାନସଭାରେ…
Read More...

କୋହଲି ଆଫଗାନିସ୍ତାନ ବିପକ୍ଷ ଟେଷ୍ଟମ୍ୟାଚ୍‍ ଖେଳନ୍ତୁ: ବିସିସିଆଇ

ନୂଆଦିଲ୍ଲୀ : ଆସନ୍ତା ଜୁନ୍‍ ୧୪ରେ ଭାରତ ବିପକ୍ଷରେ ଆଫଗାନିସ୍ତାନ ନିଜର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‍ ଖେଳିବାକୁ ଯାଉଥିବାରୁ ଏହି ମ୍ୟାଚ୍‍ରେ ବିରାଟ କୋହଲି ଭାରତୀୟ ଦଳର ନେତୃତ୍ୱ ନିଅନ୍ତୁ ବୋଲି ବିସିସିଆଇ…
Read More...

ଜାତୀୟ ଗୀତକୁ ରାହୁଲ ଗାନ୍ଧିଙ୍କ ଅପମାନ ଅଭିଯୋଗ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାତୀୟ ଗୀତ ‘ବନ୍ଦେ ମାତରମ’କୁ ଅପମାନ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। କର୍ଣ୍ଣାଟକ ବିଜେପି ପକ୍ଷରୁ ଏନେଇ ଏକ ଭିଡ଼ିଓ ଜାରି କରାଯାଇଛି। ଏହି ଭିଡ଼ିଓରେ…
Read More...

୨୦୧୭ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଅନୁଦୀପ ଦୁରିସେଟ୍ଟୀ ଟପର

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ୨୦୧୭ ମସିହାରେ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାର କରାଯାଇଥିବା ଲିଖିତ ପରୀକ୍ଷା ଓ ୨୦୧୮ ମସିହାରେ କରାଯାଇଥିବା ସାକ୍ଷାତକାରର ଫଳ…
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମବୀ ଜେପି. ନଡ୍ଡାଙ୍କୁ କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର:ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଅଧିକାରୀମାନେ ଦ୍ୱିତୀୟ ଥର ପାଇଁ ତୁରନ୍ତ ଅନୁଧ୍ୟାନ  କରିବାକୁ  ନିର୍ଦେଶ ଦେବାକୁ କେନ୍ଦ୍ର…
Read More...

ମାଲ୍ୟାଙ୍କ ପ୍ରତ୍ୟାର୍ପଣ ମାମଲା : ସିବିଆଇ ଦ୍ୱାରା ଦାଖଲ ପ୍ରମାଣକୁ ଗ୍ରହଣ କଲା ବ୍ରିଟେନ ଅଦାଲତ

ଲଣ୍ଡନ : ପଳାତକ ଘୋଷିତ ଭାରତୀୟ ଶିଳ୍ପୋଦ୍ୟୋଗୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ମାମଲାରେ ସିବିଆଇ ପକ୍ଷରୁ ଦାଖଲ ସମସ୍ତ ପ୍ରମାଣକୁ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‍ସ୍‍ ଅଦାଲତ ଗ୍ରହଣ କରିଛନ୍ତି। ଅଦାଲତ…
Read More...

ଭାରତ ଉପରେ କଟକଣା ନିଜ ଗୋଡ଼କୁ ନିଜେ ହାଣିବା ସହ ସମାନ : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ରୁଷ୍‍ର ସାମରିକ ରପ୍ତାନି ଉପରେ ଆମେରିକା ଅଙ୍କୁଶ ଲଗାଇବା ପରେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି କୁହାଯାଉଛି। ଏହାକୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍‍ ମାଟିସ୍‍ ନାପସନ୍ଦ କରିଛନ୍ତି।…
Read More...

ଜିପ୍‍-ଟ୍ରକ୍‍ ଧକ୍କାରେ ନବବିବାହିତାଙ୍କ ସହ ୫ ମୃତ

ଗୁନା : ମଧ୍ୟପ୍ରଦେଶର ଗୁନା ଜିଲା ଅନ୍ତର୍ଗତ ଆଗ୍ରାମ-ମୁମ୍ବଇ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନବବିବାହିତାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।…
Read More...

ପିଟର୍‍ଙ୍କୁ ବିବାହ ବିଚ୍ଛେଦ ନୋଟିସ ପଠାଇଲେ ଇନ୍ଦ୍ରାଣୀ

ମୁମ୍ବଇ : ସୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ସ୍ୱାମୀ ପିଟର୍‍ ମୁଖାର୍ଜୀଙ୍କଠାରୁ ବିବାହ ବିଚ୍ଛେଦ ଘଟାଇବାକୁ ଚାହୁଛନ୍ତି। ଏ ନେଇ ସେ ପିଟର୍‍ଙ୍କୁ ଏକ ନୋଟିସ୍‍ ପଠାଇଛନ୍ତି।…
Read More...

ପମ୍ପିଓ ଆମେରିକାର ବିଦେଶ ସଚିବ ନିଯୁକ୍ତ

ୱାଶିଂଟନ୍‍ : ଆମେରିକାର ବିଦେଶ ସଚିବ ଭାବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିଆଇଏ)ର ପୂର୍ବତନ ନିର୍ଦେଶକ ମାଇକ୍‍ ପୋମ୍ପେଓଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକା ସିନେଟ୍‍ ଶୁକ୍ରବାର ତାଙ୍କ ନିଯୁକ୍ତିରେ ମୋହର…
Read More...

ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ଦୋଷୀ ନଳିନୀଙ୍କ ଆବେଦନ ଖାରଜ

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ନଳିନୀ ଶ୍ରୀହରନ୍‍ କାରାଗାରରୁ ଶୀଘ୍ର ମୁକୁଳିବା ପାଇଁ କରିଥିବା ଏକ ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ…
Read More...

ଅଯୋଧ୍ୟା ମାମଲା ସାମ୍ବିଧାନିକ ପୀଠକୁ ହସ୍ତାନ୍ତର ପାଇଁ ଦାବି, ମଇ ୧୫ରେ ଆସନ୍ତା ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶୁକ୍ରବାର ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‍ ଭୂମି ବିବାଦ ମାମଲାରେ ଶୁଣାଣି ହୋଇଛି। ଏହି ଅବସରରେ ସୁନି ୱାକଫ ବୋର୍ଡ ଏବଂ ଜମାତ ଉଲେମା ଏ ହିନ୍ଦ ଓକିଲ ରାଜୁ…
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ବୈଠକ ; ୬ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ…
Read More...

ଏଟିଏମ୍‍ରେ ଟଙ୍କା ଅଭାବ ; କର୍ଣ୍ଣାଟକ ଠିକାଦାରଙ୍କ ପାଖରେ ବିପୁଳ ପରିମାଣର ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‍

ବେଙ୍ଗାଲୁରୁ : କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‍ରେ ଟଙ୍କା ଅଭାବର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ସଂପର୍କରେ ଆୟକର ବିଭାଗ ଏକ ବଡ଼ କାରଣ ସଂପର୍କରେ ସୂଚନା ପ୍ରଦାନ କରିଛି । କର୍ଣ୍ଣାଟକର…
Read More...

କଠୁଆ ମାମଲା : ଶୁଣାଣି ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟ ମଇ ୭ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲଗାଇଛନ୍ତି। ମାମଲାର ଶୁଣାଣିକୁ ଚଣ୍ଡିଗଡ଼କୁ ସ୍ଥାନାନ୍ତର…
Read More...

 ୮୦ ହଜାର ଲୋକଙ୍କୁ ଚାକିରି ଦେବ ‘ଜିଓ’

ନୂଆଦିଲ୍ଲୀ: ମୁକେଶ ଆମ୍ବାନୀଙ୍କର ମାଲିକାନାରେ ଥିବା  ରିଲାଏନ୍ସ ଜିଓ ୭୫,୦୦୦ରୁ ୮୦,୦୦୦ ଲୋକଙ୍କୁ ଚାକିରିର ସୁଯୋଗ ପ୍ରଦାନ କରିବା ବୋଲି ଏହାର ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରବନ୍ଧକ ସଂଜୟ ଯୋଗ ସୂଚନା ଦେଇଛନ୍ତି । …
Read More...

କଠୁଆ : ପୁଅ ପାଇଁ ନାବାଳିକାର ହତ୍ୟା କରିଥିଲା ସାଞ୍ଜି ରାମ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର କଠୁଆ ଜିଲାରେ ୮ବର୍ଷର ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଏକ ବଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ମାମଲାର ତଦନ୍ତ କରୁଥିବା ପୁଲିସ୍‍ ଅଧିକାରୀ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ…
Read More...

ନକଲି ନୋଟ୍ କାରବାର ଅଭିଯୋଗରେ ୩ ଗିରଫ

ସୁବର୍ଣ୍ଣପୁର: ବାଲେଶ୍ବର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରୁ ନକଲି ନୋଟ୍ କାରବାର ରାକେଟ ଧରାପଡିଛି । ଏଥି​‌ରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଜଣେ ଫେରାର ହେବାରେ ସକ୍ଷମ ହୋଇଛି ।…
Read More...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଆହ୍ୱାନ

ପ୍ୟାରିସ : ଏକବିଂଶ ଶତାବ୍ଦୀରେ ଆତଙ୍କବାଦ ସମଗ୍ର ବିଶ୍ୱପାଇଁ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି । ତେଣୁ ଯେଉଁ ଦେଶ ଆତଙ୍କବାଦକୁ ସାହାଯ୍ୟ, ସମର୍ଥନ ଓ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର…
Read More...

ଅଟୋରିକ୍ସାରେ ପରିବାର ସହ ବୁଲିଲେ ଏହି ବିଦେଶୀ  କ୍ରକେଟିୟର

ବେଙ୍ଗାଲୁର: ବେଙ୍ଗାଲୁରରେ ନିଜ ପରିବାର ସହ  କ୍ରିକେଟଟିୟର ଏବି ଡିଭିଲିୟରସ୍‌  ଅଟୋ ରିକ୍ସାରେ ବୁଲୁଥିବାର ଦେଖିବାକୁ ମଳିଥିଲା । ଦକ୍ଷିଣ ଆଫ୍ରାକର ବ୍ୟାଟସ୍‌ମ୍ୟାନ ଏବି ଡିଭି ଲିୟରସ୍‌ଙ୍କର ଭାରତରେ   ବହୁ ପ୍ରଶଂସକ…
Read More...

ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୧୪ଟି ଜିଲାରେ ଘଡଘଡି ସହ କୁଆପଥର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…
Read More...

ଜାଣନ୍ତୁ ଏହି ପତ୍ର ଜାଳିଲେ ଆସିଥାଏ ସୌଭାଗ୍ୟ , ଏପରି ରହିଛି ବିଶ୍ୱାସ

ସାରା ବିଶ୍ୱରେ ଅନେକ ପ୍ରକାରର ବିଶ୍ୱାସ ରହିଛି । କାହାକୁ ଅନ୍ଧ ବିଶ୍ୱାସ କୁହାଯାଇଥାଏ ତ କାହାକୁ ପରମ୍ପରା  । ତେବେ ଏପରି କିଛି ବିଶ୍ୱାସ ରହିଛି ଯାହାର ସୁଫଳ ମିଳିଥାଏ । ସାଧାରଣତଃ ତେଜ ପତ୍ରକୁ ସମସ୍ତେ ରୋଷାଇରେ…
Read More...

ଡାଲମିଆ ମାଲିକାନାରେ ଲାଲକିଲ୍ଲା !

ନୂଆଦିଲ୍ଲୀ: ୧୭ଶହ ଶତାବ୍ଦୀରେ ଶାହାଜାହାନ୍‍ଙ୍କ ନିର୍ମିତ ଲାଲକିଲ୍ଲା ଏବେ ଡାଲ୍‍ମିଆ ଗ୍ରୁପ୍‍ ମାଲିକାନା ଅଧୀନକୁ ଯାଇଛି। ୫ ବର୍ଷ ପାଇଁ ୨୫ କୋଟି ଟଙ୍କାରେ ଚୁକ୍ତିନାମା ହୋଇଛି। କେନ୍ଦ୍ର ସରକାରଙ୍କ ‘ଆଡପ୍‍ଟ ଏ…
Read More...

ଧାମରାରୁ ୧୦୮ ଆମ୍ବୁଲାନ୍ସ ଉଭାନ

ଧାମରା: ଧାମରା ଅଂଚଳରୁ ଦୀର୍ଘ ୪୫ ଦିନ ହେବ ୧୦୮ ଆମ୍ବୁଲାନ୍ସ ଗାଡି ଉଭାନ ହୋଇଯାଇଛି । ଧାମରାର ଅନେକ ନଦୀ ନାଳ ରହିଛି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର କୌଣସି ସୁବିଧା ନାହିଁ । । ୫୦ କିଲୋମିଟର ଦୂରରେ ବାସୁଦେବପୁର…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କୋରାପୁଟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । କୋରାପୁଟ ଜିଲା ନାରାୟଣପାଟଣା ଅନ୍ତର୍ଗତ ଏକ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ବେଳେ ବିଏସଏଫ ଯବାନମାନେ ବିପୁଳ ପରିମାଣର ମାଓ ସାମଗ୍ରୀ କରିଛନ୍ତି । ଜବତ ମାଓ…
Read More...

ବିଚାରପତି ଭାବେ ଶପଥ ନେଲେ ଇନ୍ଦୁ ମାଲହୋତ୍ରା

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରା ଶୁକ୍ରବାର ସୁପ୍ରିମ୍‍କୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଦୀପକ୍‍ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।…
Read More...

କାଲିଠାରୁ ବ୍ୟାଙ୍କ ଚାରି ଦିନ ଛୁଟି

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଲଗାତାର ଛୁଟି ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ଚାରିଦିନ ଛୁଟି ରହିବ। ଏପ୍ରିଲ୍‍ ୨୮ ତାରିଖ ଶେଷ ଶନିବାର ଯୋଗୁଁ ବ୍ୟାଙ୍କ ଛୁଟି ରହୁଥିବା ବେଳେ ତା’ ପରଦିନ ଅର୍ଥାତ୍‍ ୨୯ ତାରିଖ ଦିନ…
Read More...

ଶେଷ ହେବ ୬୫ ବର୍ଷ ଧରି ଚାଲିଥିବା କୋରିଆ ଯୁଦ୍ଧ

ସିଓଲ: ୬୫ ବର୍ଷ ଧରି ଚାଲଥିବା କୋରିଆ ଯୁଦ୍ଧ ଶେଷ ହୋଇଛି । ଏହାକୁ ଶେଷ କରିବେ ବୋଲି ଉଭୟ ରାଷ୍ଟ୍ରର ମୁଖ୍ୟ  ରାଜି ହୋଇଛନ୍ତି ।  ଶୁକ୍ରବାରରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜୋଙ୍ଗ ଉନ୍‌ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି…
Read More...

ନାବାଳକଙ୍କ ହାତରେ ଗାଡ଼ି: ଜେଲ୍‍ ଗଲେ ୨୬ ଅଭିଭାବକ

ହାଇଦ୍ରାବାଦ୍‍: ନାବାଳକ ସନ୍ତାନସନ୍ତତିଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେବା ଅଭିଯୋଗରେ ହାଇଦ୍ରାବାଦ୍‍ରେ ୨୬ ଜଣ ପିତାମାତାଙ୍କୁ ଜେଲ୍‍ ଯିବାକୁ ପଡ଼ିଛି। ମାର୍ଚ୍ଚ ମାସରେ ୨୦ ଜଣ ଓ ଚଳିତ ମାସରେ ଆଉ ୬ ଜଣଙ୍କୁ ଜେଲ୍‍…
Read More...

ନାବାଳିକାକୁ ବଳାତ୍କାର ଅଭିଯୋଗରେ ସମ୍ପକୀୟ ମଉସା ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲା ଗୋଷାଣି ବ୍ଳକ୍ ଗୁରାଣ୍ଡି ଥାନା ଅନ୍ତର୍ଗତ ଘୋରଣୀ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପକୀୟ ମଉସା ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗତକାଲି ପୁଲିସ…
Read More...

ସମ୍ପର୍କର ନୂଆ ଯୁଗ ଆରମ୍ଭ

ହୁଆନ୍‍: ଚୀନ୍‍ର ହୁଆନ୍‍ ପ୍ରଦେଶ ମାଓଜେଡୋଙ୍ଗ ସ୍ଥିିତ ହୁବେଇ ପ୍ରୋଭିନ୍‍ସିଆଲ୍‍ ମୁସ୍‍ଲିମ୍‍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି। ଏହି ଅନୌପଚାରିକ…
Read More...

ପିତା ହେବାକୁ ଯାଉଛନ୍ତି ନୀଲ୍

ଖଳନାୟକ ଚରିତ୍ର ପାଇଁ ପରିଚିତ ନୀଲ୍ ନୀତିନ୍ ମୁକେଶ୍ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ଖୁସିର ଖବର ଅବଗତ କରାଇଛନ୍ତି। ପତ୍ନୀ ରୁକ୍ମିଣୀ ଗର୍ଭବତୀ ଥିବା ସହ ନିଜ ମନର ଖୁସିକୁ ପୂରା ଦୁନିଆ…
Read More...

ଫଳ ରାଜା ଆମ୍ବ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବର୍ଗର ଲୋକେ ଏହି ଋତୁରେ ଆମ୍ବ ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। ତେବେ ମଧୁମେହ ରୋଗୀ ଆମ୍ବ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ଅଧିକ ପରିମାଣରେ ଖାଇଲେ…
Read More...

ଟ୍ରକ୍‌ ପଛରେ ପିଟିଲା ବାଇକ, ଜଣେ ମୃତ

ପିପିଲି: ପିପିଲି-ନିମାପଡା ରାସ୍ତାର ରେଞ୍ଚ ମୁଦୁଲିସାହି ନିକଟରେ ଏକ ଟ୍ରକ୍‌ ପଛରେ ଅନ୍ୟ ଏକ ବାଇକ୍‌ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି  ।…
Read More...

ପୃଥକ ସ୍ଥାନରୁ ଦୁଇଟି ଶବ ଜବତ

ଖୁଣ୍ଟା/ବାଲେଶ୍ବର: ଡୁକୁରା ରେଞ୍ଜ ଅନ୍ତର୍ଗତ ଶିମିଳିପାଳର ଡିଗିଡ଼ିଗା ସେକ୍ସନର କକରପାଣି ଜଙ୍ଗଲକୁ ଶୁକ୍ରବାର ସକାଳେ ପତ୍ର ଆଣିବାକୁ ଯାଇଥିବା ଜନୈକା ମହିଳାଙ୍କ ମୃତଦହ ଉଦ୍ଧାର ହୋଇଛି । ହାତୀ ଦଳିଦେବାରୁ ତାଙ୍କର…
Read More...

ସୁରକ୍ଷା କର୍ମୀ-ନକ୍ସଲ ମୁହାଁମୁହିଁ, ୧୦ ନକ୍ସଲ ମୃତ

କଟକ: ମହାରାଷ୍ଟ୍ର ପରେ ଏବେ ଛତିଶଗଡରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା ମିଳିଛି । ବିଜାପୁର ଜିଲାରେ ସୁରକ୍ଷା କର୍ମୀଙ୍କ ଏନକାଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ନକ୍ସଲଙ୍କ ପାଲଟା ଅକ୍ରମଣରେ ୩ ଜଣ ଯବାନ ଆହତ…
Read More...

ଲୋକାୟୁକ୍ତ ପ୍ରସଙ୍ଗ: ୪ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ପ୍ରବଳ ହଟ୍ଟଗୋଳ କରିଛନ୍ତି। ଗୃହ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ତିନି ଥରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ…
Read More...

ବିଜେଡି ଛାଡିଲେ ହେମା ଗମାଙ୍ଗ

ଭୁବନେଶ୍ୱର: ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ହେମା ଗମାଙ୍ଗ। ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ୭ଟି କାରଣ ଦର୍ଶାଇ ବିଜେଡି ଛାଡିଥିବା ହେମା ଗମାଙ୍ଗ ଗଣମାଧ୍ୟମକୁ କହିଛନ୍ତି ।…
Read More...

ଦୁଇ ଜୀବନ ନେଲା କାଳବୈଶାଖୀ

ନବରଙ୍ଗପୁର: କାଳବୈଶାଖୀ ତାଣ୍ଡବରେ ଝଡିପଡିଛି ଦୁଇ ଜୀବନ । ଗତକାଲି କାଳବୈଶାଖୀ ତୋଫାନରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ବେନୋରା ପଞ୍ଚାୟତର କର୍ଲିପଦର ଗାଁରେ ମା ଓ ଝିଅ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।…
Read More...

ଜାଣନ୍ତୁ କିପରି ଯତ୍ନ ନେବେ ପର ଅଳଙ୍କାର

ପୂର୍ବକାଳରେ ମଣିଷ ପକ୍ଷୀମାନଙ୍କ ରଙ୍ଗବେରଙ୍ଗ ପରକୁ ନେଇ ନିଜକୁ ସଜାଉଥିଲା। ଏବେ ମଧ୍ୟ ଆଦିମ ଅଧିବାସୀଙ୍କଠାରେ ପର ଅଳଙ୍କାର ଦେଖିବାକୁ ମିଳେ। ତେବେ ଆଧୁନିକତା ବି ପର ପ୍ରଭାବରୁ ମୁକ୍ତ ରହିପାରିନାହିଁ। ଯୁବପିଢି ପରରେ…
Read More...

ବିଦ୍ୱେଷର ଅବସାନ, ଶାନ୍ତିର ଯୁଗ ଆରମ୍ଭ

ସିଓଲ୍‍: ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଏକାଠି ହୋଇଛନ୍ତି। ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜଙ୍ଗ ଉନ୍‍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜେ ଇନ୍‍ଙ୍କ ମଧ୍ୟରେ…
Read More...

ଦୁର୍ଘଟଣାରେ ୨ ମୃତ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲା ଦଶପଲ୍ଲା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୌଦ୍ଧ ଜିଲାର…
Read More...

ଟ୍ରେନ୍‌ରେ ବିସ୍ଫୋରକ

ଝାରସୁଗୁଡ଼ା: ଓଡ଼ିଶାରେ ପୁଣି ଥରେ ଟ୍ରେନ୍ ଅଘଟଣ ଦେଖିବାକୁ ମିଳିଛି। ଆଜି ସକାଳେ ଝାରସୁଗୁଡ଼ା ଷ୍ଟେସ୍ନରେ ଏଲ୍ଏପି-ଧାନବାଦ ଏକ୍ସପ୍ରେସରୁ ଜିରଆରପି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ତେବେ କିଏ ସେହି…
Read More...

ଚୀନ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଠାରୁ ଦୁଇଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦିଙ୍କର ଏହା ଚତୁର୍ଥ ଚୀନ ଗସ୍ତ। ଏହି ଗସ୍ତ କାଳରେ ମୋଦି ଚୀନ ରାଷ୍ଟ୍ରପତି ସି…
Read More...

ଆଇପିଏଲ୍‍-୧୧ ରାଜପୁତଙ୍କୁ ୫ ୱିକେଟ ସତ୍ତ୍ବେ ପଞ୍ଜାବ ପରାସ୍ତ

ହାଇଦରାବାଦ: ଆଇପିଏଲ୍‍-୧୧ରେ ପ୍ରଥମ ବୋଲର ଭାବେ ଅଙ୍କିତ ରାଜପୁତ ୫ ୱିକେଟ ଦଖଲ କରିଥିଲେ ହେଁ ଏହା ସନ୍‍ରାଇଜର୍ସ ହାଇଦରାବାଦକୁ ଜିତାଇ ପାରିନାହିଁ। ଗୁରୁବାର ଏକ କମ୍‍ ସ୍କୋର୍‍ର ମ୍ୟାଚ୍‍ରେ ସନ୍‍ରାଇଜର୍ସ ୧୩ ରନ୍‍ରେ…
Read More...

ଶୁକ୍ରବାର

ମେଷ: ସୁଖମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁକୁ ପରାଜିତ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି। ବୃଷ: ବହୁ ଶୁଭଫଳ…
Read More...

ଖିର ଗାଡ଼ି- ସ୍କୁଲ ଭ୍ୟାନ୍‌ ଧକ୍କା: ଜଣେ ମୃତ, ୧୭ ଆହତ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀର କେଶବପୁରମ୍‌ ଅଞ୍ଚଳରେ ଏକ ସ୍କୁଲ ଭ୍ୟାନ୍‌ ଓ ଖିର ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ଛାତ୍ରର ମୃତ୍ୟୁ ହୋଇଛି ଓ ୧୭ଜଣ ଆହତ ହୋଇଛନ୍ତି। ୪ଜଣ ଛାତ୍ରଙ୍କ ଅବସ୍ଥା…
Read More...

ଚଳଚ୍ଚିତ୍ର ଓ ରାଜନୀତିରେ ‘କାଷ୍ଟିଂ କାଉଚ’ ହୋଇଥାଏ: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବଲିଉଡ୍‌ର ନୃତ୍ୟ ନିର୍ଦେଶିକା ସରୋଜ ଖାଁ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ‘କାଷ୍ଟିଂ କାଉଚ’ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବାବେଳେ ଏବେ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା…
Read More...

ଜିଲା ଓଏଏସ ସଂଘର ସାଧାରଣ ପରିଷଦ ବୈଠକ

ନବରଙ୍ଗପୁର : ସ୍ଥାନୀୟ ସର୍କିଟ ହାଉସଠାରେ ନବରଙ୍ଗପୁର ଜିଲା ଓଡିଶା ପ୍ରଶାସନିକ ସେବା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତି ତଥା ଅତିରକ୍ତ ଜିଲାପାଳ କରୁଣାକର ରାଇକା ଅଧ୍ୟକ୍ଷତା…
Read More...

୩ ହାଇୱେ ଲୁଟେରା ଗିରଫ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟି କରିଥିବା ୩ଜଣ ହାଇୱେ ଲୁଟେରାଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଦୁଇଟି ଚୋରୀ ବାଇକ୍‍, ଗୋଟିଏ ଦେଶୀ ବନ୍ଧୁକ, ୬ଟି…
Read More...

ଆତଙ୍କବାଦୀ ଆକ୍ରମଣରେ ଜଣେ ମୃତ, ୨ ଆହତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁବାର ଅନନ୍ତନାଗର ଲାଜିବାଲ ଅଞ୍ଚଳରେ…
Read More...

ନୂଆ ରାଜନୈତିକ ଦଳ ‘ହମ୍‌ରୋ ସିକିମ୍‌’ ଗଠନ କଲେ ବାଇଚୁଙ୍ଗ୍‌ ଭୁତିଆ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସରୁ ଗତ ଫେବୃଆରୀରେ ଇସ୍ତଫା ଦେଇଥିବା ପ୍ରସିଦ୍ଧ ଫୁଟବଲ ତାରକା ବାଇଚୁଙ୍ଗ୍‌ ଭୁତିଆ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି। ଏହି ଦଳର ନାମ ‘ହମ୍‌ରୋ ସିକିମ୍‌’ ରଖିଛନ୍ତି। ଗୁରୁବାର ଏଠାରେ…
Read More...

ମହିଳା କ୍ରିକେଟ୍‍ ଦଳ ପାଇଁ ନିଯୁକ୍ତ ହେବେ ବୋଲିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍‍ ଦଳର ପାଇଁ ଖୁବ୍‍ଶୀଘ୍ର ଜଣେ ବୋଲିଂ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିସିସିଆଇ ବୋଲିଂ ପ୍ରଶିକ୍ଷକ ପଦ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ଭାରତୀୟ ମହିଳା ଦଳର…
Read More...

ଉତ୍ତର କୋରିଆ ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥଳ ଧ୍ୱଂସ

ବେଜିଂ : ଉତ୍ତର କୋରିଆର ଏକ ପାହାଡ଼ ଉପରେ ଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥଳ ଭୁଶୁଡ଼ି ନଷ୍ଟ ହୋଇଯାଇଛି ବୋଲି ଚୀନର ଭୂତତ୍ତ୍ୱ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଆଉ ଏହି ସ୍ଥଳରେ ପରମାଣୁ ଅସ୍ତ୍ର ପରୀକ୍ଷଣ ସମ୍ଭବ…
Read More...

ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ଆଶା ଉଜ୍ଜ୍ୱଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜରେ ଚଳିତ ବର୍ଷଠାରୁ ଡାକ୍ତରୀ ପାଠ୍ୟକ୍ରମ ଖୋଲିବାପାଇଁ ଥିବା ଆଶା ଉଜ୍ଜ୍ୱଳ ହୋଇଛି। ଉକ୍ତ ଦୁଇ ନୂତନ ମେଡିକାଲ କଲେଜକୁ ମେଡିକାଲ କାଉନସିଲ…
Read More...

ଜାତୀୟ ପୁରୁଷ ହକି ଶିବିରରେ ୭ ଓଡ଼ିଆ

ବେଙ୍ଗାଲୁରୁ : ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପରିସରରେ ଶୁକ୍ରବାରରୁ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ପୁରୁଷ ହକି ଶିବିର ନିମନ୍ତେ ହକି ଇଣ୍ଡିଆ ତରଫରୁ ୫୫ ଖେଳାଳି ତାଲିକା ଘୋଷିତ ହୋଇଛି। ଏହି ତାଲିକାରେ ଓଡ଼ିଶାର ୭ଜଣ…
Read More...

ମମତା କୁଲକର୍ଣ୍ଣୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ

ଥାଣେ : ବେଆଇନ ନିଶାଦ୍ରବ୍ୟ କାରବାର ମାମଲାରେ ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କର ମୁମ୍ବଇରେ ଥିବା ସମ୍ପତ୍ତି ବାଜ୍ୟାପ୍ତିି ପାଇଁ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ନିର୍ଦେଶ ଦେଇଛନ୍ତି। ମମତା କିଛି କାଳ…
Read More...

କମଳନାଥ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ତୃଣମୂଳ ସ୍ତରରୁ ପୁଣି ମଜବୁତ କରିବା ଲାଗି ଦଳୀୟ ନେତୃବୃନ୍ଦଙ୍କ ପ୍ରୟାସ ଜାରି ରହିଛି। ଏଥିକ୍ରମେ ଓଡ଼ିଶା ପରେ ଏବେ ମଧ୍ୟପ୍ରଦେଶରେ ଦଳର ନୂଆ ମଙ୍ଗୁଆଳ…
Read More...

ସୁରକ୍ଷା କର୍ମୀ ଓ କ୍ୟାସିୟରଙ୍କୁ ହତ୍ୟା କରି ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ  ୧୧ ଲକ୍ଷ ଟଙ୍କା ଲୁଟ

ନୂଆଦିଲ୍ଲୀ:   ନୂଆଦିଲ୍ଲୀର  ବ୍ୟସ୍ତ ବହୁଳ ନରେଲା ଅଞ୍ଚଳରେ ଜଣେ କ୍ୟାସ ଭ୍ୟାନ ଚାଳକ ଓ କ୍ୟାସିୟରଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ୧୧ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି । ଏକ ମଟର ସାଇକେଲରେ ୨ ଜଣ ଆଜି ଡ୍ରାଇଭର ଓ…
Read More...

ଆଇପିଏଲ୍ ବେଟିଂ : ୧୦ ଲକ୍ଷ ଟଙ୍କା ଜବତ ୭ ଗିରଫ

ବ୍ରହ୍ମପୁର :  ଆସିକା ପୁଲିସ ଆଇପିଏଲ୍ ବେଟିଂ ରାକେଟ କୁ ଗିରଫ କରିଛି । ୧୦ ଲକ୍ଷ ଟଙ୍କା ଜବତ କରିବା ସହିତ ସାତ ଜଣଙ୍କୁ ଗିରଫ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ସୂଚନା ଦେଇଛି । ନିରଞନ ସାବତ ଙ୍କ…
Read More...

ନ୍ୟୁୟର୍କରେ ନିରବ ମୋଦି, ପାସପୋର୍ଟ ରଦ୍ଦ ପରେ ବି ଅଟକିନି ଯାତ୍ରା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବହାୟୀ ନିରବ ମୋଦି ପାସପୋର୍ଟ ରଦ୍ଦ ପରେ ବି ସହଜରେ ଗୋଟିଏ ରାଷ୍ଟ୍ରରୁ ଅନ୍ୟ ରାଷ୍ଟ୍ରକୁ ଯାତ୍ରା କରୁଥିବା ସୂଚନା…
Read More...

 ସାଲେପୁର ନାବାଳିକା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ:  ସାଲେପୁରରେ ବଳାତ୍କାର ପରେ ହତ୍ୟା ଉଦ୍ୟମ  ହୋଇଥିବା ନାବାଳିକା ପୀଡିତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବା ଏସ୍‌ସିବି ମେଡିକାଲ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ତାଙ୍କର ପଲସ୍‌ ରେଟ୍‌ କମ୍‌ ରହୁଛି ।…
Read More...

କେଦାରନାଥରେ ଭିଆଇପି ସଂସ୍କୃତି ହଟିଲା

କେଦାରନାଥ : କେଦାର ନାଥ ଯାତ୍ରାରେ ଆସୁଥିବା ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ କେଦାରନାଥରେ ଭିଆଇିପି ସଂସ୍କୃତିର ଅନ୍ତ କରାଯାଇଛି । ଅର୍ଥାତ ଏବେ ସାଧାରଣ ଓ ଭିଆଇପି ଭକ୍ତ ଗୋଟିଏ ଧାଡିରେ ବାବା…
Read More...

କର୍ଣ୍ଣାଟକ ନିର୍ବାଚନ : ଷ୍ଟାର ପ୍ରଚାରକ ତାଲିକାରେ ବିହାର ଓ ୟୁପି ନେତା

ଲକ୍ଷ୍ନୌ/ପାଟନା : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛନ୍ତି । ଏହି କ୍ରମରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…
Read More...

ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସାଂସଦ ପଦ ରଦ୍ଦ

ଇସଲାମାବାଦ : ପାକିସ୍ତାନ ରାଜନୀତିରେ ଆସିଥିବା ଭୂମିକମ୍ପ ଥମିବାର ନାମ ନେଉନାହିଁ । ଜଣକ ପରେ ଜଣେ ବରିଷ୍ଠ ନେତା ସରକାରରୁ ବିଦା ହେବାରେ ଲାଗିଛନ୍ତି । ପାନାମା ପେପର ପ୍ରଘଟ ମାମଲାରେ ପ୍ରଥମେ ପ୍ରଧାନମନ୍ତ୍ରୀ ନୱାଜ…
Read More...

୫ମ ଶ୍ରେଣୀ ଛାତ୍ରୀ ସହିତ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅନ୍ତର୍ଗତ ତେଣ୍ଡା ଅଞ୍ଚଳରେ ଧାନକ୍ଷେତ ଜଗିବା ଉଦେଶ୍ୟରେ ମଞ୍ଚା ଉପରେ ଶୋଇଥିବା ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ  ଗଣଦୁଷ୍କର୍ମ କରାଯିବା ଘଟଣା ମନରୁ ନ ଲିଭୁଣୁ ଜଣେ…
Read More...

କୁଶିନଗରରେ ବିକ୍ଷୋଭକାରୀଙ୍କୁ ନାଟକବାଜୀ ବନ୍ଦ କରିବାକୁ ଚେତାବନୀ ଦେଲେ ଯୋଗୀ

କୁଶିନଗର : ଉତ୍ତର ପ୍ରଦେଶ କୁଶିନଗରଠାରେ ଗୁରୁବାର ରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଦେଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହଟହଟାର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ଯୋଗୀ ପହଞ୍ଚିବା ପରେ ସେଠାରେ ଉପସ୍ଥିତ…
Read More...

ଶ୍ରୀଜଗନ୍ନାଥଙ୍କର ଅଛି ୧୨୮ କିଲୋ ସୁନା ଅଳଙ୍କାର, ବିଧାନ ସଭାରେ ଆଇନ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର:   ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ୧୨୮ କିଲୋ ସ୍ୱର୍ଣ୍ଣ ଅଳଙ୍କାର ଥିବା କଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନ ସଭାରେ ସୂଚନା ଦେଇଛନ୍ତି । ୧୯୭୮ ମସିହାରେ ରତ୍ନ ଭଣ୍ଡାରର ପ୍ରସ୍ତୁତ କରାଯାଇଥିବା…
Read More...

ରାଜ୍ୟର ବିଭିନ୍ନ ଜିଲାରେ କୁଆ ପଥର ବର୍ଷା ସହ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୬ଟି ଜିଲାରେ  କାଳ ବୈଶାଖି ଯୋଗୁଁ ବର୍ଷା ହେବାର ସମ୍ଭାବନା ଥିବା କଥା ସୂଚନା ଦିଆଯାଇଛି । କେତକ ସ୍ଥାନରେ କୁଆପଥର ବର୍ଷା  ହୋଇ ପାରେ ବୋଲି ସୂଚନା ଦିଆଯାଇଛି ।…
Read More...

କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ଓ  ଗାଭାସ୍କରଙ୍କୁ ଧ୍ୟାନଚାନ୍ଦ  ପୁରସ୍କାର ପାଇଁ ସୁପାରିଶ

ନୂଆଦିଲ୍ଲୀ : ଭାରତୀୟ କ୍ରୀଡା ଜଗତର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ  ଟିମ୍‌  ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାମକୁ ବିସିସିଆଇ ସୁପାରିଶ କରିଛି। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା…
Read More...

ସୁପ୍ରମିକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ନେଇ ବିବାଦ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ (ବିଚାରପତିଙ୍କ କମିଟି) କେଏମ୍‌ ଜୋସେଫଙ୍କ ନାମ ସୁପାରଶି କରିଥିଲାବେଳେ କେନ୍ଦ୍ର ସରକାର…
Read More...

କିରାଣୀ ଦୋଷମୁକ୍ତ

ଫୁଲବାଣୀ: ନିର୍ମାଣ ସାମଗ୍ରୀ ହଟପ ଅଭିଯୋଗରେ କୋଟଗଡ ଅଞ୍ଚଳର ବିଶ୍ବମିତ୍ର କହଁରଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି ।  ତାଙ୍କ ନାମରେ ୮ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ହଡପ କରି ଥିବାର ଅଭିଯୋଗ…
Read More...

କର୍ଣ୍ଣାଟକରେ ଝୁଲା ବିଧାନସଭା ସମ୍ଭାବନାକୁ ମୋଦିଙ୍କ ଖଣ୍ଡନ

ନୂଆଦିଲ୍ଲୀ : କର୍ଣ୍ଣାଟକର ସର୍ବାଙ୍ଗୀନ ବିକାଶ ବିଜେପିର ମୁଖ୍ୟ କାର୍ଯ୍ୟସୂଚୀ । ଲୋକମାନଙ୍କୁ ବିଭ୍ରାନ୍ତ କରି ଭୋଟ୍‍ ନେବା ତାଙ୍କ ଦଳ ଚାହେଁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବି.ଜେ.ପି.…
Read More...

ଟ୍ରେନ୍‍ ଟିକେଟ୍‍ ବାତିଲ୍‍ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରେନ୍‍ ଟିକେଟ୍‍ ବାତିଲ୍‍ ପାଇଁ ଆଇଆରସିଟିସି ନୂଆ ନିୟମ ପ୍ରଣୟନ କରିଛି। ଏବେ ୧୩୯ ନମ୍ବର ଜରିଆରେ ଟିକେଟ୍‍ ବାତିଲ୍‍ ହୋଇପାରୁଛି। ଅନ୍‍ଲାଇନ୍‍ ବୁକ୍‍ କରିଥିଲେ ଟିକେଟ୍‍ ବାତିଲ୍‍ ହେବାର ୫ ଦିନ…
Read More...

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ , ହୋଇ ପାରେ ଅଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅନେକ ପ୍ରକାର ଗଛ ରଖିବାକୁ ବାରଣ କରାଯାଇଥାଏ । ସାଧାରଣତଃ ତୁଳସୀ ଓ ମନି ପ୍ଲାଣ୍ଟ ଗଛ ରଖାଯାଇଥାଏ । ଏହା ସକରାତ୍ମକ ଶକ୍ତି ବିକାଶ କରିବା ସହ ଭାଗ୍ୟ ପରିବର୍ତ୍ତନ କରିଥାଏ ବୋଲି…
Read More...

ଉଷସୀଙ୍କ ନାମରେ ପାଲଟା ଅଭିଯୋଗ

ଅନୁଗୁଳ: ଅନୁଗୁଳ କଣିହାଁ ଥାନା ଡେରେଙ୍ଗେ ଅଞ୍ଚଳରେ ଉଷଓୀଙ୍କୁ ମାଡ ଘଟଣା ଏବେ ନୂଆ ମୋଡ଼ ନେଇଛି । ଗତ ୨୩ ତାରିଖ ଦିନ ଉଷସୀ ମିଶ୍ରଙ୍କୁ ମାଡ଼ ମାରିବା ଘଟଣାରେ କଣିହାଁ ଥାନା ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭରକୁ ଥାନାରେ…
Read More...

ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅପରାହ୍ଣରେ ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି । ଆସନ୍ତା କାଲି ଓ ଶନିବାର ଦିନ ଉହାନ ନଗରରେ ଚୀନ ରାଷ୍ଟ୍ରପତି ସିି. ଜିଙ୍ଗ୍‍ପିଙ୍ଗ୍‍ଙ୍କ ସହ ଅଣଆନୁଷ୍ଠାନିକ…
Read More...

ଚୋର ଧରିବାକୁ ତାନ୍ତ୍ରିକର ସାହାରା ନେଲା ପୁଲିସ୍‍

ପାଟ୍‍ନା: ଚୋରକୁ ଧରିବା ପାଇଁ ତାନ୍ତ୍ରିକର ସାହାରା ନେଇଛି ଜିଆରପି ପୁଲିସ୍‍। ବିହାରରେ ଘଟିଛି ଏହି ଘଟଣା। ଖୋଦ୍‍ ଜିଆରପି ପୁଲିସ୍‍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିୱାନ୍‍ ରେଲ୍‍ୱେ କଲୋନୀରେ ରହୁଥିବା ଅନିଲ୍‍…
Read More...

ମୋବାଇଲ ନମ୍ବରରୁ ଜାଣନ୍ତୁ ଭାଗ୍ୟ

ମୋବାଇଲ ନମ୍ବର ମଣିଷ ଭାଗ୍ୟକୁ ପ୍ରଭାବିତ କରିଥାଏ । ଯେପରି ଗ୍ରହ-ନକ୍ଷତ୍ରର ପ୍ରଭାବ ମଣିଷ ଭାଗ୍ୟ ଉପରେ ପଡିଥାଏ ଠିକ୍ ସେହିପରି ନମ୍ବର ବ୍ୟକ୍ତିତ୍ଵ ଓ ଭାଗ୍ୟକୁ ପ୍ରଭାବିତ କରିଥାଏ। ଗଣିତଶାସ୍ତ୍ର ଅନୁସାରେ ଯଦି…
Read More...

ମେଟ୍ରୋ ଟ୍ରାଫିକ୍‍ ଯୋଗୁଁ୧.୪୭ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ: ଦେଶର ଚାରିଟି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଓ କୋଲ୍‍କାତାରେ ଟ୍ରାଫିକ୍‍ ଭିଡ଼ ଯୋଗୁଁ ବାର୍ଷିକ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ସକାଳ ୭ଟାରୁ ୯ଟା ଓ ସନ୍ଧ୍ୟା…
Read More...

ଆଧାର-ଫୋନ୍‍ ସଂଯୋଗ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋବାଇଲ୍‍ ନମ୍ବର ସହିତ ଆଧାର ନମ୍ବର ସଂଯୋଗ ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଏ କେ ସିକ୍ରି, ଏ ଏମ୍‍…
Read More...