ନକଲି ନୋଟ୍ କାରବାର ଅଭିଯୋଗରେ ୩ ଗିରଫ

0

ସୁବର୍ଣ୍ଣପୁର: ବାଲେଶ୍ବର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରୁ ନକଲି ନୋଟ୍ କାରବାର ରାକେଟ ଧରାପଡିଛି । ଏଥି​‌ରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଜଣେ ଫେରାର ହେବାରେ ସକ୍ଷମ ହୋଇଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୪୨ ହଜାର ୫ଶହ ଟଙ୍କିଆ ନକଲି ନୋଟ୍‌ ଜବତ ହୋଇଛି । ପୂର୍ବରୁ ବାଲେଶ୍ବର ଜିଲାରୁ ନକଲି ନୋଟ୍ କାରବାର ରାକେଟର ପର୍ଦ୍ଦାଫାଶ ହୋଇଥିଲା।

Leave A Reply