www.samajalive.in
Saturday, December 6, 2025
15.1 C
Bhubaneswar

ଅବକାରୀ ଗାଡିକୁ ଗୁଳିମାଡ

ସୁନ୍ଦରଗଡ : ଅବକାରୀ ଗାଡିକୁ ଗୁଳିମାଡ କଲେ ଗୋ ମାଫିଆ। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ମସାବିରା ନିକଟରେ ଏଭଳି ଅଘଟଣ ଘଟିଛି। ଅବକାରୀ ବିଭାଗ କର୍ମଚାରୀ ମାନେ ଗାଡିରେ ଯାଉଥିବା ସମୟରେ ଗୋ ମାଫିଆ ମାନେ ଗୁଳି ଚାଳନା କରିଥିଲେ। କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି। ପିକଅପରେ ମଦ ଚାଲାଣ ହେଉଥିବା ସନ୍ଦେହରେ କର୍ମଚାରୀମାନେ ପିଛା  କରିଥିଲେ। ଏତିକି ବେଳେ ଗୋ ମାଫିଆ ମାନେ ସ୍କ୍ଵାଡ୍‌ ଙ୍କ ଗାଡି ଉପରକୁ ଗୁଳିମାଡ କରିଥିଲେ। ପୁଲିସ୍ ପିକଅପ୍ ଟିକୁ ଜବତ କରିବା ସହ କିଛି ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଦୁଇ ଜଣ ଚମ୍ପଟ ମାରିଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି। ଏବଂ ବନ୍ଧୁକ ମଧ୍ୟ ଜବତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories