www.samajalive.in
Sunday, December 14, 2025
17.1 C
Bhubaneswar

ଆଇଏଏସ୍‍-୨୦୧୭: ଶୁଭଙ୍କର ଓଡ଼ିଶା ଟପ୍ପର

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକସେବା ଆୟୋଗ ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା – ୨୦୧୭ରେ ଶୁଭଙ୍କର ମହାପାତ୍ର ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟସ୍ତରରେ ତାଙ୍କର ର୍ୟାଙ୍କ ରହିଛି ୪୬। ଓଡ଼ିଶାର ପ୍ରଥମ ଦଶଜଣଙ୍କ ମଧ୍ୟରେ ଅମୀୟ ପ୍ରସନ୍ନ ନନ୍ଦ(୨୪୩) ଦ୍ୱିତୀୟ ଓ ସୁମିତ ପଣ୍ଡା(୨୫୧) ତୃତୀୟ ସ୍ଥାନରେ ରହିଛନ୍ତି। ବେଦଭୂଷଣ(୨୯୩) ଚତୁର୍ଥ, ବବିତାରାଣୀ ସ୍ୱାଇଁ(୪୦୧) ପଞ୍ଚମ, ଆଦିତ୍ୟ ତ୍ରିପାଠୀ(୪୫୨) ଷଷ୍ଠ, ହୃଦୟ କୁମାର ଦାସ(୬୮୦) ସପ୍ତମ, ସମୀର କୁମାର ଜେନା(୬୮୪) ଅଷ୍ଟମ, ଆଶିଷ କୁମାର ସାହୁ(୭୧୯) ନବମ, ମନୋରଞ୍ଜନ ବେହେରା(୮୨୬)ଦଶମ ସ୍ଥାନରେ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories