ବଳାତ୍କାରକୁ ରୋକାଯାଇପାରିବ ନାହିଁ: କେନ୍ଦ୍ରମନ୍ତ୍ରୀ

0

ନୂଆଦିଲ୍ଲୀ: ଶିଶୁ ବଳାତ୍କାର ଓ ହତ୍ୟା ଘଟଣା ଏବେ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱରଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ‘ଦେଶରେ ବଳାତ୍କାରକୁ ରୋକାଯାଇପାରିବ ନାହିଁ, ଏତେ ବଡ଼ ଦେଶରେ ଗୋଟିଏ ଦୁଇଟି ବଳାତ୍କାର ଘଟଣାକୁ ନେଇ ବଡ଼ ପ୍ରସଙ୍ଗ କରିବା ଠିକ୍‍ ନୁହେଁ’ ବୋଲି ଗଙ୍ଗୱାର କହିଛନ୍ତି। ଅବଶ୍ୟ ଏଭଳି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହିତ ଏହାର ନିୟନ୍ତ୍ରଣ ଦିଗରେ ସରକାର ତତ୍ପର ଅଛନ୍ତି ବୋଲି ସେ କହିଛନ୍ତି।

Leave A Reply