ଶତାୟୁ ଭୋଟରଙ୍କୁ ସମ୍ମାନିତ କଲା ଜିଲା ପ୍ରଶାସନ, ଦେଶରେ ନିର୍ବାଚନ ଆରମ୍ଭରୁ କରିଆସୁଛନ୍ତି ମତଦାନ
ଗୁଣୁପୁର - ଦୁଇ ଜଣ ବୃଦ୍ଧ ଓ ବୃଦ୍ଧା ଶତାୟୁ ଭୋଟରଙ୍କୁ ସମ୍ମାନିତ କଲେ ଜିଲା ପ୍ରଶାସନ। ଶତାୟୁ ଭୋଟର ହେଲେ ଗୁଣୁପୁର ପୈାରପରିଷଦ ଶାନ୍ତି ନଗର ନିବାସୀ ଗୈାର ଚନ୍ଦ୍ର ପାଢୀ ଓ ବେବର୍ତାସାହିର ଗୁଣ ମଞ୍ଜରି ବେବର୍ତା।…
Read More...
Read More...