www.samajalive.in
Wednesday, December 10, 2025
16.1 C
Bhubaneswar

ଘର ଶୌଚାଳୟରୁ ବାହାରିଲେ ୩୫ ସାପ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଯଦି ଆପଣଙ୍କ ସାମ୍ନାକୁ ଅଚାନକ ଏକ ସାପ ଚାଲିଆସିବ ତେବେ ଆପଣଙ୍କୁ ଡର ଲାଗିବ କି ? ଆଛା ଭାବନ୍ତୁ ଯଦି ଆପଣଙ୍କ ଆଗକୁ ଏକାଥରେ ୩୫ ସାପ ମାଡିଆସିବେ ତେବେ କେମିତି ହେବ ? ଆସାମର ନାଗାଓଁ ଅଞ୍ଚଳରେ ଏକ ଘର ଶୌଚାଳୟରୁ ୩୫ ସାପ ବାହାରିଛନ୍ତି । ଏହି ଦୃଶ୍ୟ ଦେଖି ଘରଲୋକେ ଚିନ୍ତାରେ ପଡିଯାଇଥିଲେ । ଦେଖନ୍ତୁ ଭିଡିଓ…

- Advertisement -

ଘର ଶୌଚାଳୟରୁ ଅଚାନକ ୩୫ ସାପ ବାହାରିବା ପରେ ପରିବାର ଲୋକେ ଚିନ୍ତାରେ ପଡିଗଲେ । ସାପ ଉଦ୍ଧାରକାରୀଙ୍କୁ ଡକାଗଲା । ଗୋଟିଏ ପରେ ଗୋଟିଏ ହୋଇ ୩୫ ସାପଙ୍କୁ ଉଦ୍ଧାର କରାଗଲା । ତେବେ ଏହି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories