www.samajalive.in
Saturday, December 6, 2025
26.1 C
Bhubaneswar

କିଆ ଆଣିବ ୪ ନୂଆ ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ଯିବ ୭୦୮ କି.ମି.

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ୍ କାରର ବଢୁଥିବା ଚାହିଦା ଦେଖି କାର୍ ନିର୍ମାତା କମ୍ପାନୀମାନେ ନୂଆ ନୂଆ ମଡେଲ ବଜାରକୁ ଆଣୁଛନ୍ତି । ଏବେ କୋରିଆ କମ୍ପାନୀ କିଆ ମୋଟର ଇଣ୍ଡିଆ ମଧ୍ୟ ଭାରତରେ ନିଜ ପୋର୍ଟଫୋଲିଓକୁ ବଢାଇବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଭାରତୀୟ ଇଭି ବଜାରରେ ୨୦୨୬ ସୁଦ୍ଧା ୩ ନୂଆ ଇଲେକ୍ଟ୍ରିକ୍ କାର୍ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ଏଥିରେ କିଆ ଇଭି୯, ଇଭି୩  ଏବଂ କ୍ୟାରେନ୍ସ ଇଭି ମଧ୍ୟ ସାମିଲ । କମ୍ପାନୀ ଭାରତରେ ପୂର୍ବରୁ ଥିବା ଇଭି୬ର ଫେସଲିଫ୍ଟ ମଡେଲ ମଧ୍ୟ ଆଣିବ ।

କିଆ ଇଭି୯ର ଦାମ୍ କଥା କହିବା ତ କମ୍ପାନୀ ଏହାର ଦାମ୍ ୮୦ ଲକ୍ଷ ଟଙ୍କା ରଖିଛି । ଏହାକୁ ଥରେ ଚାର୍ଜ କଲେ ଏହା ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଇଭି୩ କଥା କହିବା ତ ଏହାର ଦାମ୍ ପ୍ରାୟ ୩୦ ଲକ୍ଷ ଟଙ୍କା ରହିବ । ଏହା ମଧ୍ୟ ଫୁଲ ଚାର୍ଜରେ ୬୦୦ କିଲୋମିଟର ଯାତ୍ରା କରିପାରିବ । କିଆ କ୍ୟାରେନ୍ସ ଇଭି କଥା କହିବା ତ ଏହାର ଏକ୍ସ ଶୋରୁମ୍ ଦାମ୍ ୨୫ ଲକ୍ଷ ଟଙ୍କା । ଏହାକୁ ଥରେ ଚାର୍ଜ କଲେ ୪୦୦ରୁ ୫୦୦ କିଲୋମିଟର ଯାତ୍ରା କରିବ । ଇଭି୬ ଫେସଲିଫ୍ଟର ଦାମ୍ ପ୍ରାୟ ୬୦ ଲକ୍ଷ ୯୫ ହଜାର ଟଙ୍କା ରଖିଛି କମ୍ପାନୀ । ଏହାକୁ ଥରେ ଚାର୍ଜ କଲେ ଏହା ୪୯୪ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

ବିଜେପି ଦେଶ ପାଇଁ ବିପଦ- ମଲ୍ଲିକାର୍ଜ୍ଜୁନ ଖଡଗେ

- Advertisement -

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories