ବିଜେପି ଦେଶ ପାଇଁ ବିପଦ- ମଲ୍ଲିକାର୍ଜ୍ଜୁନ ଖଡଗେ

ବାଲେଶ୍ୱର: ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ। ବିଜେପିକୁ ଟାର୍ଗେଟ କରି ଖଡଗେ କହିଛନ୍ତି ବିଜେପି ଦେଶ ପାଇଁ ବିପଦ। ବିଜେପିକୁ ଯଦି ନହଟାଇବେ ତେବେ ସମ୍ବିଧାନ ବିପଦରେ, ଲୋକତନ୍ତ୍ର ବି ବିପଦରେ ରହିବ। ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ମାନେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ। ଦେଶରେ ଗରିବ ଏତେ ମାତ୍ରାରେ ବଢୁଛି ଲୋକ ଚିନ୍ତାରେ ଅଛନ୍ତି। ଯୁବକଙ୍କୁ ଚାକିରି ନାହିଁ … Continue reading ବିଜେପି ଦେଶ ପାଇଁ ବିପଦ- ମଲ୍ଲିକାର୍ଜ୍ଜୁନ ଖଡଗେ