www.samajalive.in
Saturday, December 6, 2025
16.1 C
Bhubaneswar

ବଢିଲା ସୁନା ରୂପା ଦାମ୍, ଜାଣନ୍ତୁ କେତେ…

ନୂଆଦିଲ୍ଲୀ : ବଢିଲା ସୁନା-ରୂପା ଦାମ୍ । ଇଣ୍ଡିଆ ବୁଲିୟନ୍ ଏଣ୍ଡ ଜ୍ବେଲର୍ସ ଆସୋସିଏସନ ଅନୁସାରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୭୫୧ ଟଙ୍କା ମହଙ୍ଗା ହୋଇ ୭୨,୫୨୭ ଟଙ୍କାରେ ପହଞ୍ଚି ଯାଇଛି । ଏକ କିଲୋ ରୂପା ୧୦୬୯ ଟଙ୍କା ମହଙ୍ଗା ହୋଇ ୯୧,୨୮୬ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଛି । ଏହା ପୂର୍ବରୁ ୩ ଜୁନରେ ରୂପା ୯୦,୨୧୭ ଟଙ୍କା ପ୍ରତି କିଲୋଗ୍ରାମ ଥିଲା । ଅନ୍ୟପଟେ ବୈଶିକ ବଜାରରେ ରୂପା ଦାମ୍ ୨ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚି ଯାଇଛି । କମେକ୍ସରେ ୩୦ ଡଲାର ତଳକୁ ରୂପା ଖସିଛି । ଜୁନରେ ରୂପା ଦାମ୍ ଏପର୍ଯ୍ୟନ୍ତ ୨ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories