www.samajalive.in
Saturday, December 6, 2025
16.1 C
Bhubaneswar

ସୁବର୍ଣ୍ଣ ସୁଯୋଗ: ଏହି କାରରେ ମିଳୁଛି ୫୦ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ : ଯଦି ଆପଣ ଆଗାମୀ କିଛି ଦିନରେ କମ୍ ଦାମରେ କୌଣସି କାର୍ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ମଧ୍ୟରୁ ମାରୁତି ସୁଜୁକି ଅଲ୍ଟୋ କେ୧୦ରେ ଜୁନ୍ ମାସରେ କମ୍ପାନୀ ବଡ ଧରଣର ରିହାତି ଦେଉଛି । ଯଦି ଆପଣ ଏହି ସମୟରେ ଅଲ୍ଟୋ କେ୧୦ କିଣିବା ପାଇଁ ଚାହୁଁଛନ୍ତି ତେବେ ୫୫ ହଜାର ଟଙ୍କା ସଞ୍ଚୟ କରିପାରିବେ । ଅଲ୍ଟୋ ଦେଶର ଏକମାତ୍ର କାର୍ ଯାହା ଭାରତରେ ୫୦ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି କରିସାରିଛି ।

ଏଥିରେ ୧.୦ ଲିଟରର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ଯାହା ୬୭ ବିଏଚପିର ସର୍ବାଧିକ ପାଓ୍ବର ଓ ୮୯ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ । କାରର ଇଞ୍ଜିନକୁ ୫ ସ୍ପିଡ୍ ମାନୁଆଲ ଓ ୫ ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ସହ ଯୋଡାଯାଇଛି । ସେହିଭଳି ଗ୍ରାହକଙ୍କୁ କାରରେ ସିଏନଜିର ବିକଳ୍ପ ମଧ୍ୟ ମିଳିବ ଯାହା ୫୭ ବିଏଚପିର ସର୍ବାଧିକ ପାଓ୍ବର ଓ ୮୨ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ । କାର୍ ମାନୁଆଲ ଭେରିଏଣ୍ଟରେ ୨୪.୩୯, ଅଟୋମେଟିକ୍ ଭେରିଏଣ୍ଟରେ ୨୪.୯୦ ଏବଂ ସିଏନଜି ଭେରିଏଣ୍ଟରେ ୩୩.୮୫ କିଲୋମିଟର ମାଇଲେଜ୍ ପ୍ରଦାନ କରୁଛି ।

ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ଆରବିଆଇ, କମିବନି ଋଣ କିସ୍ତି

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories