ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ଆରବିଆଇ, କମିବନି ଋଣ କିସ୍ତି

ସମାଜ ଡିଜିଟାଲ ଡେସ୍କ: ରେପୋରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। ଚଳିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ରେପୋରେଟ୍‌‌ ପୂର୍ବପରି ୬.୫ ପ୍ରତିଶତ ରହିବ। ରେପୋରେଟ୍‌‌ ସହିତ ବ୍ୟାଙ୍କ ଇଏମଆଇର ସମ୍ପର୍କ ରହିଥିବାରୁ ବିଭିନ୍ନ ଋଣ ଉପରେ ସୁଧ ହାର ମଧ୍ୟ ପୂର୍ବପରି ଅପରିବର୍ତ୍ତିତ ରହିବ। ଯାହା ଦ୍ୱାରା ମାସିକ କିସ୍ତିରେ କୌଣସି ହ୍ରାସ ହେବ ନାହିଁ। ସେହିପରି ୨୦୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି … Continue reading ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ଆରବିଆଇ, କମିବନି ଋଣ କିସ୍ତି