ଉତ୍ତର ଭୁବନେଶ୍ବର ବିଧାନସଭା ହାତେଇଲେ ସୁଶାନ୍ତ ରାଉତ

ଭୁବନେଶ୍ବର : ଉତ୍ତର ଭୁବନେଶ୍ବର ବିଧାନସଭା ଆସନର ସମସ୍ତ ରାଉଣ୍ଡ ଗଣତି ଶେଷ ହେବା ପରେ ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ୧୨ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ସୁଶାନ୍ତ ରାଉତ । ଚଳିତ ଥର ବିଜୟ ପରେ ସେ ଲଗାତର ୨ ଥର ବିଧାୟକ ହୋଇଛନ୍ତି । ୨୦୧୯ ନିର୍ବାଚନରେ ମଧ୍ୟ ସେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ।

Comments are closed.