ପିଠିରେ ଭାଙ୍ଗିଦେଲେ ନଡିଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବାଳକ ନିଜ ପିଠିରେ ନଡିଆ ଭାଙ୍ଗି ଦେଉଛନ୍ତି । ସମସ୍ତେ ଏହି ଭିଡିଓକୁ ଲଗାତର ସେୟାର କରୁଛନ୍ତି ।

 

View this post on Instagram

 

A post shared by Aakash Kumar (@aakumar1281)

ଭିଡିଓରେ ଦେଖାଯାଉଛି କି ଜଣେ ବାଳକ ନିଜ ପିଠି ହାଡରେ ଏକ ନଡିଆ ରଖୁଛି । ଏହା ପରେ ସେ ନିଜ ସବୁ ବଳ ଖଟାଇ ଏହାକୁ ଭାଙ୍ଗି ଦେଉଛି । ୧୬ ମେରେ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Comments are closed.