www.samajalive.in
Saturday, December 6, 2025
14.1 C
Bhubaneswar

ଉଦ୍ଧାର କୁଟୁରାର ମୃତ୍ୟୁ, କୁକୁର କାମୁଡାରେ ହୋଇଥିଲା ଆହତ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ଅଞ୍ଚଳ ବଡ଼ପାଟଣାରୁ ଆଜି ଏକ ୪ ବର୍ଷର କୁଟୁରାକୁ କ୍ଷତାକ୍ତ ଅବସ୍ଥାରେ ବନପାଳ ପିଅନ ନାଏକ ଉଦ୍ଧାର କରିଥିଲେ। ଖାଦ୍ୟ ଓ ଜଳ ଅନ୍ୱେଷଣରେ ଗ୍ରାମକୁ ପଶି ଆସିଥିବା କୁଟୁରାକୁ କୁକୁର ପଲ ଗୋଡ଼ାଇ ଗୋଡ଼ାଇ କାମୁଡ଼ିବାରୁ ସେ ଆହତ ହୋଇଥିଲା। ତେବେ କୁଟୁରାକୁ ଉଦ୍ଧାର କରାଯିବା ପରେ ପରେ ତାର ମୃତ୍ୟୁ ଘଟିଛି। ପାଟଣା ପ୍ରାଣୀ ଚିକିତ୍ସାଳୟରେ ତାହାର ଶବ ବ୍ୟବଚ୍ଛେଦ ପରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ତାକୁ ପୋତି ଦିଆଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories