www.samajalive.in
Monday, December 8, 2025
14.1 C
Bhubaneswar

ପ୍ୟାରିସରୁ ଆସୁଥିବା ଭିସ୍ତାରା ବିମାନରେ ବୋମା ! ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ସତର୍କତା

ନୂଆଦିଲ୍ଲୀ : ପ୍ୟାରିସରୁ ୩୦୬ ଲୋକଙ୍କୁ ନେଇ ମୁମ୍ବାଇ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ଧମକ ମିଳିଛି । ଏହା ପରେ ବିମାନ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଏମରଜେନ୍ସି ଘୋଷଣା କରିଦିଆଯାଇଛି । ସୂଚନା ଅନୁସାରେ ରବିବାର ଜଣାପଡିଥିଲା କି ପ୍ୟାରିସର ଚାର୍ଲସ ଡି ଗୁଆଲେ ବିମାନବନ୍ଦରରୁ ମୁମ୍ବାଇ ଉଡାଣ ଭରିବାକୁ ଥିବା ୟୁକେ ୦୨୪କୁ ଏୟାର ସିକନେସ ବ୍ୟାଗରେ ଏକ ହାତଲେଖା ଚିଠି ମିଳିଥିଲା ଯେଉଁଥିରେ ବିମାନରେ ବୋମା ଥିବା ଧମକ ଦିଆଯାଇଥିଲା । ଏହା ପରେ ସକାଳ ୧୦ଟା ୮ ସମୟରେ ଜରୁରିକାଳୀନ ଘୋଷଣା କରିଦିଆଯାଇଥିଲା ଏବଂ ଭିସ୍ତାରାର ଏହି ବିମାନ ସକାଳ ୧୦ଟା ୧୯ ମିନିଟରେ ବିମାନବନ୍ଦରରେ ଓହ୍ଲାଇଥିଲା । କହିରଖୁଛୁ ଏହି ସମୟରେ ବିମାନରେ ୨୯୪ ଯାତ୍ରୀ ଏବଂ ଚାଳକ ଦଳର ୧୨ ସଦସ୍ୟ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories