ଦେଖନ୍ତୁ ଭିଡିଓ ; ଚମତ୍କାର ଅଭିନୟ କଲା ହରିଣ ,ବୋକା ପାଲଟିଗଲେ ଚିତାବାଘ, ହେଟାବାଘ, କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଅନେକ ସମୟରେ ବନ୍ୟ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ସମୟରେ ଏପରି କିଛି ଭିଡିଓ ଯାହା ନିଶ୍ଚୟ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏବେ ଏଭଳି ହିଁ ଏକ ଭିଡିଓ…
Read More...

ଆସୁଛି ବାତ୍ୟା ; ୨୬ ସୁଦ୍ଧା ନେଇପାରେ ଭୀଷଣ ବାତ୍ୟାର ରୂପ ,ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ..

ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା। ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ୨୬ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି…
Read More...

ମହେଶ୍ବରପିଣ୍ଡା ଓ କିରାସିରାରେ ସାନି ମତଦାନ

ମନମୁଣ୍ଡା : ପୁଲିସର କଡା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। କିରାସିରା…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ଶେଷ ଦିନରେ ଜୋର ଲଗାଇବେ ପ୍ରାର୍ଥୀ.. ଆଜି ହାଇଭୋଲଟେଜ ପ୍ରଚାର; ମଇଦାନକୁ ଓହ୍ଲାଇବେ ନଡ୍ଡା, ଯୋଗୀ, ହିମନ୍ତ.. କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀରେ…
Read More...

ଫ୍ଲିପକାର୍ଟରେ ଶସ୍ତାରେ ମିଳୁଛି ୱାନ୍ ପ୍ଲସ୍ ୧୨ଆର..

ନୂଆଦିଲ୍ଲୀ : ୱାନ୍ ପ୍ଲସ୍ ୧୨ଆର କମ୍ପାନୀର ଏକ ଲେଟେଷ୍ଟ ଫୋନ୍। ଯାହାକୁ ନିକଟରେ ହିଁ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହି ଫୋନକୁ ଶସ୍ତାରେ କିଣିବା ପାଇଁ ସୁଯୋଗ ଆସିଛି। ଏହି ଫୋନ୍ ଫ୍ଲିପକାର୍ଟରେ ଡିସକାଉଣ୍ଟ ସହ…
Read More...

ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..

ବୁଦ୍ଧ ପୂର୍ଣ୍ଣିମା କିମ୍ବା ବୈଖାଖ ପୂର୍ଣ୍ଣିମାର ପର୍ବ ୨୩ ମେରେ ପାଳନ କରାଯାଉଛି। ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଏହି ଦିନ କଇଁଛ ଅବତାର ନେଇଥିଲେ। ବାସ୍ତୁ ଅନୁଯାୟୀ, ବୁଦ୍ଧ ପୂର୍ଣ୍ଣିମା ଦିନ ଘରକୁ…
Read More...

ଟ୍ରାକ୍ଟର-ବାଇକ ଧକ୍କା ; ଦୁଇ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଛତାପଦର ବୁଲାଣି ଠାରେ ଟ୍ରାକ୍ଟର ସହ ବାଇକ ଧକ୍କାରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏକ ବାଇକରେ ତୁଷାର ପଟେଲ ଓ ଓଁମ ପଟେଲ କଲ୍ୟାଣସିଂହପୁର…
Read More...

ଏକଦମ୍ ସହଜ: ଚୁଟକିରେ ଜାଣନ୍ତୁ ତରଭୁଜକୁ ଲାଲ କରିବା ପାଇଁ ଏଥିରେ କିଛି ମିଶିଛି କି ନାହିଁ..

ଖରାଦିନେ ଶରୀରରେ ଜଳୀୟଅଂଶର ଅଭାବ ପୂରଣ କରିବା ପାଇଁ ତରଭୁଜ ସେବନ କରାଯାଏ। ମାତ୍ର ତରଭୁଜରେ ମିଠାର ମାତ୍ରା ବୃଦ୍ଧି ପାଇଁ ଓ ତା’ର ରଙ୍ଗ ବଜାୟ ରହିବା ପାଇଁ ସେଥିରେ କିଛି ଜିନିଷ ମିଶାଯାଏ। ତରଭୁଜରେ ଏରିଥ୍ରୋସିନ୍ ବି…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର.. ହେଲେ ଓଡିଶାରେ ରହିବନି ପ୍ରଭାବ.. ପ୍ରେସମିଟ କରି ସୂଚନା ଦେଲେ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା.. ୨୬ରେ ପ୍ରକାଶ ପାଇବ ଦ୍ୱାଦଶ…
Read More...

ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଏକ ବିବାହ ସମାରୋହରେ ଜଣେ ୧୨ ବର୍ଷୀୟ ନାବାଳିକା ସ୍ମୋକ୍ ପାନ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ନାବାଳିକାଙ୍କ ପେଟରେ ଅନ୍ତନଳୀରେ କଣା ହୋଇଯିବାରୁ ତାଙ୍କ ଜୀବନ…
Read More...

ଅନଲାଇନକୁ ଆସିଗଲା ସ୍ମାର୍ଟ ଛତା : ଏସି ଭଳି ଦେବ ଥଣ୍ଡା ପବନ, ଦାମ୍ ଏତିିକି..

ନୂଆଦିଲ୍ଲୀ : ଏସି ଭଳି ଥଣ୍ଡା ଦେବ ଛତା। ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟସତ। ଅନଲାଇନ ବଜାରକୁ ଆସିଛି ସେଭଳି ଏକ ଛତା। ଅସହ୍ୟ ଗରମରୁ ରାଜ୍ୟ ସମେତ ଦେଶରେ ଅଧିକାଂଶ ସ୍ଥାନରେ ଜନ ଜୀବନ…
Read More...

ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

ସଭିଁଙ୍କ ଇଚ୍ଛା ସେମାନଙ୍କ ଶରୀର ସୁସ୍ଥ ରହୁ। ଶରୀର ରୋଗ ଠାରୁ ଦୂରେଇ ରହୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଗୋଟିଏ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ଗୋଟିଏ ଉପାୟ ଦ୍ୱାରା ଶରୀରକୁ ସମସ୍ତ ରୋଗରୁ…
Read More...

ଦେଖନ୍ତୁ ଭିଡିଓ ; ବିଲେଇ ଆଗରେ ନାଚିଲା ଶୁଆ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ପ୍ରତ୍ୟେକ ଦିନ ଭଳିକି ଭଳି ଭିଡିଓ ଭାଇରାଲ ହେଉଛି। ଅନେକ ଭିଡିଓ ବେଶ ଆଶ୍ଚର୍ଯ୍ୟ କରିଥାଏ। କିଛି ଭିଡିଓ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ସେଭଳି ହିଁ ଏକ ଭିଡିଓ ଏବେ ଖୁବ୍…
Read More...

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

ମେ’ ୨୩ରେ ବୁଦ୍ଧ ପୂର୍ଣ୍ଣିମା ପର୍ବ ପାଳନ କରାଯିବ। ଏହି ଦିନ ଗ୍ରହଙ୍କ ସ୍ଥିତି ଅତ୍ୟନ୍ତ ଶୁଭ ରହିଛି ବୋଲି କୁହାଯାଇଛି। ନ୍ୟାୟ ଓ କର୍ମର ଦେବତା ଶନି ଗ୍ରହଙ୍କ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ଫଳରେ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନାଇଜେରିଆର ଏକ ଗାଁରେ ଦୁର୍ବୁତ୍ତଙ୍କ ଆଖିବୁଜା ଗୁଳିମାଡ: ୪୦ ମୃତ.. ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର; ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ କରିବେ ସମ୍ବୋଧନ.. ବଙ୍ଗୋପସାଗରରେ ସୃଷ୍ଟି ହେଲା​‌…
Read More...

ଆମାଜନ୍ ସେଲ୍ ଆରମ୍ଭ ; ଶସ୍ତାରେ ମିଳୁଛି ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍, ଏହି ତାରିଖ ପର୍ଯ୍ୟନ୍ତ ୬୦% ରିହାତି..

ନୂଆଦିଲ୍ଲୀ : ଆମାଜନରେ ଏକ ନୂଆ ସେଲ୍ ଆରମ୍ଭ ହୋଇଛି। ଯାହାର ନାମ Amazon summer appliances fest । ଏହି ସେଲ ଅନୁଯାୟୀ, ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍ ସହ ଅନ୍ୟ ଜିନିଷ ଗୁଡିକ ମଧ୍ୟ ଖୁବ୍ ଶସ୍ତାରେ…
Read More...

ତ୍ୱଚାର ଏହି ସଙ୍କେତ ଦିଏ କେତେ ସୁସ୍ଥ ଅଛି ଆପଣଙ୍କ ଶରୀର..

ଆପଣ ଜାଣନ୍ତି କି ତ୍ୱଚା ଯେତେ ସୁସ୍ଥ ରହିବ, ସ୍ୱାସ୍ଥ୍ୟ ସେତେ ଉତ୍ତମ ରହିବ। ଶରୀରର ଅଙ୍ଗ ସଠିକ୍ ଭାବେ କାର୍ଯ୍ୟ କରିଥାଏ। ଖୁବ୍ କମ୍ ଲୋକେ ଜାଣି ଥିବେ ତ୍ୱଚା ଶରୀରର ସମସ୍ତ ଅଙ୍ଗର ରହସ୍ୟ ଖୋଲିଥାଏ। ସେଥିପାଇଁ…
Read More...

ଦେଖନ୍ତୁ ଭିଡିଓ : ଷ୍ଟେଜ୍ ଉପରେ କନ୍ୟାଙ୍କୁ ଉପହାର ଦେଇ ବରକୁ ନିର୍ଦ୍ଧୁମ ମାଡ ମାରିଲେ ବ୍ୟକ୍ତି, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବିବାହର ଭିଡିଓ ଭାଇରାଲ ହୋଇଥାଏ। ଯେଉଁଥିରେ ନାଚିବା, ବର-କନ୍ୟାଙ୍କ ପ୍ରବେଶ, ବିବାହରେ ହେଉଥିବା ଝଗଡା ଆଦି ଭିଡିଓ ଭାଇରାଲ ହୋଇଥାଏ। ଏମିତି ହିଁ ଏକ ଭିଡିଓ ଏବେ ଖୁବ୍…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

କାଲି ଓଡ଼ିଶା ଆସିବେ ଅରୁଣ ଗୋଭିଲ୍‌‌.. ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ ପ୍ରଚାର କରିବେ ଅରୁଣ.. ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ.. କ୍ଷମାପ୍ରାର୍ଥନା କଲେ ସମ୍ବିତ…
Read More...

ପାଣିପାଗ ବିଭାର ସୂଚନା ; ଓଡିଶାକୁ ଆସିବ ଏହି ଦିନ ମୌସୁମୀ, ଜାଣନ୍ତୁ ଅନ୍ୟ ରାଜ୍ୟକୁ କେବେ..

ନୂଆଦିଲ୍ଲୀ : ଅସହ୍ୟ ଖରା, ଗରମ ଓ ଗ୍ରୀଷ୍ମ ପ୍ରବାହରେ ଛଟପଟ୍ ରାଜ୍ୟ ତଥା ଦେଶବାସୀ। ଅଧିକାଂଶ ରାଜ୍ୟରେ ଏବେ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରେ ଅସହ୍ୟ ଗରମ ଅନୁଭୂତ…
Read More...

ବୋତଲ କହିବ ପାଣି ତାପମାତ୍ରା କେତେ? ଦାମ୍ ମାତ୍ର ଏତିକି..

ରାଜ୍ୟ ତଥା ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଖରା ଅନୁଭୂତ ହେଉଛି। ଖରା ସମୟରେ ପାଣି ସଭିଁଙ୍କ ପାଇଁ ଆବଶ୍ୟକ। ବିଶେଷ କରି ବାହାରକୁ ଯିବା ସମୟରେ , କାର୍ଯ୍ୟାଳୟରେ ଆଦି ନିଜ ସହ ପାଣି ବୋତଲ ରଖିବା…
Read More...

ଷ୍ଟ୍ରଙ୍ଗରୁମରେ ସିଲ ହେଲା ୨୭ ପ୍ରାର୍ଥୀଙ୍କ ଭାଗ୍ୟ

ଟିଟିଲାଗଡ଼ : ସ୍ଥାନୀୟ ଡ଼ିଏଭି ମହାବିଦ୍ୟାଳୟରେ ଅପରାହ୍ନ ୧୧.୪୫ ମିନିଟରେ ଟିଟିଲାଗଡ଼ ୬୯ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କଣ୍ଟାବାଞ୍ଜି-୭୦ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୪୩ଟି ବୁଥର ଇଭିଏମ ସିଲ ହୋଇଛି। ଗତକାଲି…
Read More...

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଦୀର୍ଘ ୨୦୦ ବର୍ଷ ପରେ ଶନିଙ୍କ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ମେ ୬ରେ ଶନି ଦେବତା ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରି ଥିଲେ। ନିଜ…
Read More...

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍ ; ଚାଟ୍ ରେ ଆପଣଙ୍କ ପସନ୍ଦରେ ମିଳିବ ଏସବୁ..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍। ହ୍ୱାଟ୍ସଆପ୍ ନିକଟରେ ନିଜର ୟୁଆଇରେ କିଛି ପରିବର୍ତ୍ତନ କରିଛି। ଏହା ପରେ ବ୍ୟବହାରକାରୀଙ୍କୁ ଆଇଓଏସ ଓ ଆଣ୍ଡରଏଡ୍ ଉଭୟରେ ଗୋଟିଏ ପ୍ରକାରର ଅନୁଭବ ମିଳି ପାରୁଛି। ଏହା…
Read More...

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

ଅନେକ ସମୟରେ ଅଧିକାଂଶଙ୍କ ମନରେ ପ୍ରଶ୍ନ ଆସିଥାଏ, ଯେ ଆମ ଶରୀର ସୁସ୍ଥ ଅଛି କି ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ, ଉତ୍ତମ ନିଦ, ମାନସିକ ଦୁଃଶ୍ଚିନ୍ତାରୁ ଦୂର ରହିବା ନିତାନ୍ତ ଜରୁରୀ। ଏସବୁ…
Read More...

ଭୋଟ ବର୍ଜନ କଲେ ଦୁର୍ଗମ ଅଞ୍ଚଳ ଡକରବାଡ଼ି ୱାର୍ଡ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ-ଗଞ୍ଜାମ ସୀମାନ୍ତ ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ପଞ୍ଚାୟତର ଡକର ବାଡ଼ି ୱାର୍ଡ ୫ରୁ୬ଟି ଗ୍ରାମର ଲୋକେ ମାନେ ୫୦୦ରୁ ଅଧିକ ଭୋଟର ଭୋଟ ବର୍ଜନ କରିଛନ୍ତି । ଗ୍ରାମ ଗୁଡ଼ିକ ହେଲା ଡକରବାଡ଼ି,…
Read More...

୩୦ ଫୁଟ ଖାଇକୁ ଖସିଲା ପିକଅପ୍ ; ୧୭ ମୃତ

ଛତିଶଗଡ : ୩୦ ଫୁଟ ତଳ ଖାଇକୁ ପିକଅପ୍ ଖସି ୧୭ ଜଣଙ୍କ ଜୀବନ ଚାଲି ଯାଇଛି। କବୀରଧାମ ଜିଲାର ପଣ୍ଡରିଆ ବ୍ଲକ ଅନ୍ତର୍ଗତ କୁକଦୁର ପୁଲିସ ଷ୍ଟେସନ ନିକଟରେ ଗ୍ରାମ ଭାପାଣି ଅଞ୍ଚଳରେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୫.୩୧% ମତଦାନ.. ଛତିଶଗଡ : ୨୦ ଫୁଟ ତଳ ଖାଇକୁ ଖସିଲା ପିକଅପ୍, ୧୭ ମୃତ.. କଣ୍ଟାମାଳ : ବିଜେପି ବିଧାୟକ ପ୍ରାର୍ଥୀଙ୍କ ଧାରଣା, ଭୋଟିଂ ବନ୍ଦ.. ମାଲକାନଗିରିର ପୂର୍ବତନ ମୃତ୍ତିକା…
Read More...

ଦେଖନ୍ତୁ ଭିଡିଓ : ଏ ହେଉଛି ଦୁନିଆର ସବୁଠାରୁ ବଡ ଆଇସକ୍ରିମ୍ , ଓଜନ ୧ ଟନ

ନୂଆଦିଲ୍ଲୀ : ନିକଟରେ ଗିନିଜ ୱାଲ୍ଡ ରେକର୍ଡର ସୋସିଆଲ ମିିଡିଆରେ ୧୦ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଆଇସକ୍ରିମର ଏକ ପୁରୁଣା ଭିଡିଓ ଶେୟାର କରିଛି। ଦୁନିଆର ସବୁଠାରୁ ବଡ ଆଇସକ୍ରିମ କୋନର ଗିନିଜ୍ ୱାଲ୍ଡ ରେକର୍ଡ…
Read More...

ଦେଖନ୍ତୁ ଭିଡିଓ : ଏମିତି ବି ବଦଳେ ସମୟ, ୩ ବିଲେଇକୁ ଭୁଆଁ ବୁଲାଇଲା ଗୋଟିଏ ମୂଷା..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଭିଡିଓ ସାମ୍ନାକୁ ଆସିବ, ତାହା କହିବା ମୁସ୍କିଲ। ଏଭକି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। କିଛି ଏଭଳି ମଧ୍ୟ…
Read More...

ଦେଖନ୍ତୁ ଭିଡିଓ : ୩ ବାଘ ଛୁଆର ସାହାରା ହେଲା ମାଆ କୁକୁର, ବାଘ ଛୁଆ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କିଛି ଦିନ ତଳେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ସଭିଏଁ ଥରେ ନିଶ୍ଚୟ ଚିନ୍ତା କରିବେ ସତରେ କ’ଣ ଏପରି ସମ୍ଭବ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ…
Read More...

ପେଟ ଗୁଡଗୁଡ୍ ହେବା ; ଜାଣନ୍ତୁ କାରଣ, ଦିଏ କି ସଙ୍କେତ, ଅଣଦେଖା କରନ୍ତୁ ନାହିଁ..

ସୁସ୍ଥ ଶରୀର ପାଇଁ ପେଟ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ। କାରଣ ପେଟ ସହ ଜଡିତ ସମସ୍ୟା ଲାଗି ରହିଲେ ବଡ ସମସ୍ୟା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ପେଟର ସମସ୍ୟା ମଧ୍ୟରେ ଏସିଡିଟି,…
Read More...

ସତରେ ବ୍ଲକ୍ ହୋଇଛନ୍ତି କି? କ’ଣ କହେ ହ୍ୱାଟ୍ସଆପ୍ ସିଙ୍ଗଲ୍ ଟିକ୍..

ନୂଆଦିଲ୍ଲୀ : ସାରା ଦୁନିଆରେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ଅଧିକ। ଏହା ଏକ ତୁରନ୍ତ ମେସେଜିଙ୍ଗ୍ ଆପ୍। ଯେଉଁଥିରେ କମ୍ପାନୀ ଲଗାତାର ନୂଆ ନୂଆ ଫିଚର୍ ଆଣୁଛି। ହ୍ୱାଟ୍ସଆପରେ ଆପଣ ବ୍ଲୁ ଟିକ ବିଷୟରେ ତ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ.. ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ମତଦାନ.. ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ.. ବରଗଡ ଲୋକସଭା…
Read More...

ଏସି ସହ ଏହି ଭୁଲ୍ କରୁଥିଲେ ; ଦେବାକୁ ପଡିଥାଏ ମୋଟା ଅଙ୍କର ବିଜୁଳି ବିଲ୍..

ରାଜ୍ୟ ସହ ସାରା ଦେଶରେ ଖରା,ଗରମରେ ସଭିଏଁ ଛଟପଟ୍ ହେଉଛନ୍ତି। ଏହି ଖରା, ଗରମ କାରଣରୁ ଅଧିକାଂଶ ଲୋକେ ଏସି ଉପରେ ହିଁ ନିର୍ଭର କରି ଥାଆନ୍ତି। ଏସି ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷ କିଛି ଏଭଳି ଭୁଲ୍ କରି ଥାଆନ୍ତି,…
Read More...

ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

ଉଚ୍ଚ କୋଲେଷ୍ଟେରୋଲ୍ ହୃଦୟ ଜନିତ ମାରାତ୍ମକ ରୋଗ ସହ ଷ୍ଟ୍ରୋକ୍ ବିପଦ ସୃଷ୍ଟି କରିଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। ବିଶେଷ କରି ଶରୀରରେ ରାତି ସମୟରେ ଦେଖାଯାଉଥିବା ଖରାପ ଏଲଡିଏଲ…
Read More...

ସାପ୍ତାହିକ ରାଶିଫଳ : ମେଷ ଠାରୁ ମୀନ, ମେ’ ୨୦ରୁ କେମିତି କଟିବ ; ଏମାନଙ୍କୁ ମିଳିବ ଧନ..

ମେ’ ୨୦ରେ ନୂଆ ସପ୍ତାହ ଆରମ୍ଭ ହେବ। ମାନ୍ୟତା ଅନୁଯାୟୀ ଏହି ସପ୍ତାହ କିଛି ରାଶିଙ୍କ ପାଇଁ ଶୁଭଙ୍କର ଓ କିଛି ରାଶିଙ୍କ ପାଇଁ ଚେତବନୀ ପୂର୍ଣ୍ଣ। କିଛି ରାଶିଙ୍କୁ ମିଳିବ ସଫଳତା। ଆର୍ଥିକ ତଥା ଟଙ୍କା ପଇସା ଦୃଷ୍ଟି…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

୧୯ ତାରିଖରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ.. ୧୯ ସନ୍ଧ୍ୟାରେ ପହଞ୍ଚିବେ.. ୨୦ ତାରିଖ ସକାଳ ୮ଟାରେ ଯିବେ ପୁରୀ, ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀରେ କରିବେ ରୋଡ୍ ଶୋ.. ଆସନ୍ତା ୨୨ରେ…
Read More...

ଧନୀ ହେବା ସହ ଭାଗ୍ୟ ଚମକିବାର ସଙ୍କେତ ଦିଏ ଏହି ସ୍ୱପ୍ନ..

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଭିନ୍ନ ଭିନ୍ନ ଜିନିଷ ଦେଖିବା ବିଭିନ୍ନ ସଙ୍କେତ ଦେଇଥାଏ। ଏଭଳି କିଛି ସ୍ୱପ୍ନ ରହିଛି ଯାହା ଭାଗ୍ୟ ଚମକିବା ସହ ଶୁଭ ସଙ୍କେତ ଦେଇଥାଏ।…
Read More...

ଗାଁକୁ ନାହିଁ ରାସ୍ତା କି ପିଇବା ପାଣି ନାହିଁ : ଭୋଟଦେବେନି ଅସନବଣୀ ଗ୍ରାମବାସୀ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପା୍ଝର ଗ୍ରାମପଞ୍ଚାୟତର ଅଶନବଣୀର ନଂ ୪ ଓ୍ବାଡର ଗ୍ରାମବାସୀ ଚଳିତ ନିର୍ବାଚନରେ ଭୋଟ ବର୍ଜ୍ଜନ କରିଛନ୍ତି। ଏପରିକି ରାଜନୈତିକ ଦଳ ମାନଙ୍କ ପ୍ରଚାର ଉପରେ…
Read More...

ଆଉ କାମ କରିବ ନାହିଁ ଗୁଗଲ ପେ : ୪ ଜୁନରୁ ଏଠାରେ ବନ୍ଦ ହୋଇଯିବ..

ନୂଆଦିଲ୍ଲୀ : ଗୁଗଲର ଗୁଗଲ ପେ ସେବାକୁ ଭାରତ ସମେତ ଅନେକ ଦେଶରେ ଅନଲାଇନ ପେମେଣ୍ଟ କରିବା ପାଇଁ ବ୍ୟବହାର କରାଯାଇଥାଏ। ୨୦୨୨ରେ ଗୁଗଲ ୱାଲେଟ୍ ଆସିବା ପରେ ଜି ପେ ବ୍ୟବହାରୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି…
Read More...

ପାଣିପାଗ ବିଭାଗର ଚେତାବନୀ ; ବାତ୍ୟା ଆସିଲେ ଏହି ସ୍ଥାନରେ ହୋଇପାରେ ତାଣ୍ଡବ..

ନୂଆଦିଲ୍ଲୀ : ମେ’ ମାସ ପଶ୍ଚିମ ବଙ୍ଗ ପାଇଁ ସମସ୍ୟା ଆଣୁଥିବା ଦେଖାଯାଉଛି। ଗତ କିଛି ବର୍ଷ ଧରି ଏଠାରେ ବାତ୍ୟା କାରଣରୁ ହଇଚଇ ସୃଷ୍ଟି କରିଛି। ୧୫ ବର୍ଷ ପୂର୍ବରୁ ୨୫ ମେରେ ବାତ୍ୟା ଅୟାଲା ତାଣ୍ଡବ ରଚି ଥିବା ବେଳେ…
Read More...

ଦେଖନ୍ତୁ ଭିଡିଓ ; ଏ ହେଉଛି ଦୁନିଆର ସବୁଠାରୁ ବଡ କୁମ୍ଭୀର!

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଜୀବଜନ୍ତୁଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଥାଏ। କିଛି ଭିଡିଓ ଏଭଳି ଥାଏ, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇ ପଡେ। ଆଶ୍ଚର୍ଯ୍ୟ ମଧ୍ୟ ଲାଗି ଥାଏ। ସେଭଳି ହିଁ ଏକ ଭିଡିଓ…
Read More...

ଏଲିଏନଙ୍କ ଟାର୍ଗେଟରେ ନକ୍ଷତ୍ରପୁଞ୍ଜ ; ତାରାଙ୍କ ଠାରୁ ଚୋରି କରୁଛନ୍ତି ଶକ୍ତି..

ନୂଆଦିଲ୍ଲୀ : ଏଲିଏନଙ୍କ ଟାର୍ଗେଟରେ ନକ୍ଷତ୍ରପୁଞ୍ଜ। ଏଭଳି ସଙ୍କେତ ମିଳୁଥିବା ବୈଜ୍ଞାନିକ ମାନେ ଦାବି କରିଛନ୍ତି। ପୃଥିବୀର ସବୁଠାରୁ ବଡ ଶକ୍ତି ଉତ୍ସ ହେଉଛି ସୂର୍ଯ୍ୟ। ଯଦି ସୂର୍ଯ୍ୟଙ୍କଠାରୁ ଆସୁଥିବା ସମସ୍ତ ଶକ୍ତି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ.. ୨୦ରେ ପଡିବ ଭୋଟ୍, ୫ ସଂସଦୀୟ ଏବଂ ୩୫ ବିଧାନସଭା ଆସନରେ ମତଦାନ.. ଶେଷ ଦିନରେ ଜନମତ ସଂଗ୍ରହ କରିବେ ପ୍ରାର୍ଥୀ, ସେପଟେ ଦେଶରେ ପଞ୍ଚମ…
Read More...

ସଟ୍ ସର୍କିଟରୁ ଜଳିଗଲା ପଞ୍ଚାୟତ ସମିତି ସଭାଗୃହ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ  ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି। ସୂଚନା ଅନୁସାରେ ବିଳମ୍ବିତ…
Read More...

ଜମିବାଡ଼ି ବିବାଦ ; ଠେଙ୍ଗାରେ ପିଟିପିଟି ମହିଳାଙ୍କୁ ହତ୍ୟା, ଦୁଇ ଅଟକ 

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗ୍ରାମ ପାରାଭାଡି ସାହିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଘଟଣାରେ ପୁଲିସ…
Read More...

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଆର୍ଥିକ ସମସ୍ୟା ଲାଗି ରହିଥିଲେ କିଛି ସରଳ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ। ବାସ୍ତୁର ଏହି ଉପାୟ ଆପଣାଇ ଟଙ୍କା ଅଭାବକୁ ଦୂର କରିବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।…
Read More...

ହାତୀ ଆତଙ୍କରେ ଲୋକେ ଭୟଭୀତ, ଭାଙ୍ଗିଲା ସୋଲାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତର ବାରିଆପଡ଼ା, ଶିକପଦର, ସୋରାଟିଓ ପାର୍ତ୍ତିବେଡା ଗ୍ରାମରେ ମାସ ତମାମ କଳାହାଣ୍ଡିଆ ହାତୀ ପଲ, ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଉକ୍ତ…
Read More...

ଦେଖନ୍ତୁ ଭିଡିଓ : ରାସ୍ତା ପାର୍ କରୁଛନ୍ତି ଏକାଠି ୧୪ ସିଂହୀ..

ନୂଆଦିଲ୍ଲୀ : ଏକ ଦୁର୍ଲ୍ଲଭ ଓ ଆକର୍ଷଣୀୟ ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି ୧୪ ସିଂହୀ, ତା’ର ଶାବକ ସିଂହଙ୍କ ଦଳ ଗୁଜରାଟରେ ଗିର୍ ଜାତୀୟ ଉଦ୍ୟାନ ନିକଟରେ ଏକ ରାସ୍ତା ପାର୍ କରୁଥିବା ସମୟରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ପୁଣି ଓଡ଼ିଶା ଗସ୍ତ.. ମେ ୧୯ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ୨୦ରେ ପୁରୀ, କଟକ ଓ ଅନୁଗୁଳରେ ପ୍ରଚାର.. ରାଉରକେଲାରେ ବିଜେପି ନେତା ତଥା…
Read More...

ଭୁଲରେ ବି ଲୁହା କଡେଇରେ ପ୍ରସ୍ତୁତ କରନ୍ତୁ ନାହିଁ ଏହି ୫ଟି ଖାଦ୍ୟ : ନଚେତ୍..

ଲୁହା କଡେଇରେ ଖାଦ୍ୟର ପ୍ରସ୍ତୁତ କରିବା ଦ୍ୱାରା ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ ପ୍ରସ୍ତୁତ ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ। ମାତ୍ର ଏପରି କିଛି ଖାଦ୍ୟ ରହିଛି,ଯାହାକୁ ଲୁହା କଡେଇରେ…
Read More...

ଏହି ଗାଁରେ କେହି ନିଜ ଝିଅକୁ ବିବାହ ଦେବାକୁ ଚାହୁଁ ନାହାଁନ୍ତି ; କାରଣ ଜାଣି ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ : ଛତିଶଗଡର ଏପରି ଏକ ଗାଁ ଯାହା ଗଙ୍ଗରେଲ୍ ଡ୍ୟାମର କୂଳରେ ରହିଛି। ଏଠାରେ ପାଣି ପାଇଁ ସର୍ବଦା ହାହାକାର ରହିଥାଏ। ଗଙ୍ଗରେଲ୍ ଡ୍ୟାମ ଅନ୍ୟ ଜିଲାର ବାସିନ୍ଦାଙ୍କ ଶୋଷ ମେଣ୍ଟାଇଥାଏ। ମାତ୍ର ସେହି ଜିଲା ପାଣି…
Read More...

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

ଶୁକ୍ରଙ୍କ ରାଶି ପରିବର୍ତ୍ତନ। ୧୯ମେ ୨୦୨୪ରେ ଶୁକ୍ର ଗ୍ରହ ମେଷ ରାଶିରୁୁ ବୃଷ ରାଶିରେ ପ୍ରବେଶ କରିବେ। ଶୁକ୍ର ୧୯ ମେ ସକାଳ ୮ଟା ୨୨ ମିନିଟରେ ରାଶି ପରିବର୍ତ୍ତନ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା…
Read More...

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

ନୂଆଦିଲ୍ଲୀ : ହାତୀ ନିଜର ଶକ୍ତି ତଥା ବୁଦ୍ଧି ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ଭାଇରାଲ ହେଉଥିବା ହାତୀର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ହାତୀ ଦୁଇଟି କିଭଳି ସମ୍ପୂର୍ଣ୍ଣ ଅନୁଶାସନରେ ଗୋଟିଏ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର.. ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡିଛନ୍ତି ନବୀନ.. ଧରାପଡିଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ..…
Read More...

ଦେଖନ୍ତୁ ଭିଡିଓ ; ଏମିତି ଧରାପଡିଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ ବାଘ..

ଭୁବନେଶ୍ୱର : ଧରାପଡିଲା ସହରୀ ବାଘ। ଶୁକ୍ରବାର ସକାଳୁ ବାରିପଦା ସହରର ବୁଢୀଖମାରି ଅଞ୍ଚଳରେ ପଶି ଆସିଥିବା କଲରାପତରିଆ ବାଘକୁ ଦୀର୍ଘ ଚାରି ଘଣ୍ଟା ପରେ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି କାବୁ କରିବାରେ ସକ୍ଷମ ହୋଇଛି।…
Read More...

ଘରେ ପ୍ରତିଦିନ ଜଳାନ୍ତୁ ବାସ୍ ଏହି ଗୋଟିଏ ଜିନିଷ ; ତା’ପରେ ଦେଖନ୍ତୁ ଚମତ୍କାର..

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲେ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଉପାୟ ଆପଣାଇବା ଦ୍ୱାରା ଘରେ କେବଳ ଆର୍ଥିକ ସମସ୍ୟା ଦୂର ହୁଏ ତାହା ନୁହେଁ…
Read More...

ଭୁବନେଶ୍ୱରରେ ଡ୍ରିମଗର୍ଲ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମଗର୍ଲ ହେମାମାଳିନୀ।ସାଲିଆସାହିରେ ବିଜେପି ଜନସଭାକୁ ସମ୍ବୋଧିତ କରିବେ ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀ। ଅପରାହ୍ଣରେ କଟକ କିଶନ ନଗର ସଭାରେ ଯୋଗ ଦେବେ। ୩ଟି ସ୍ଥାନରେ…
Read More...

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା 

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଲୋକଙ୍କ ଛାତି ଥରାଇ ଦେଇଛି । ଜଣେ ବୃଦ୍ଧଙ୍କୁ ହାତୀ ଘାଇଲା କରିବା ପରେ ତାଙ୍କୁ କଚାଡ଼ି ମାରି ଦେଇଛି। କୁଲଡିହା ଜଙ୍ଗଲର ଦନ୍ତା ହାତୀଙ୍କ ଏଭଳି…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ସନ୍ଧ୍ୟାରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ.. ବିଜେଡିରେ ଯୋଗ ଦେଲେ ରମାରଞ୍ଜନ ବଳିୟାରସିଂହ.. ଖଲ୍ଲିକୋଟ ଶ୍ରୀକୃଷ୍ଣଚରଣପୁର ଗାଁରେ ରାଜନୈତିକ ହିଂସାକାଣ୍ଡ ଘଟଣା.. ଖଲ୍ଲିକୋଟ ଥାନା ଆଗରେ ଧାରଣା ଦେଇଥିଲେ…
Read More...

ଦେଖନ୍ତୁ ଭିଡିଓ : ଛୁଆକୁ ଶୋଇବା ସମୟରେ ହାତୀ ପରିବାର ଦେଖଉଛନ୍ତି Z+ ସୁରକ୍ଷା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ମନଛୁଆଁ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି, କିଭଳି ହାତୀର ପରିବାର ନିଜ ଛୁଆକୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଉଛନ୍ତି। ଭିଡିଓ ଦେଖି ଲୋକେ ନିଜର…
Read More...

ପୂଜା କରିବା ସମୟରେ ଏସବୁ ଘଟୁଛି କି? ଜାଣନ୍ତୁ ଏହାର ଅର୍ଥ..

ହିନ୍ଦୁ ଧର୍ମରେ ଦେବୀ-ଦେବତା ପୂଜାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। କୁହାଯାଏ ଭକ୍ତି ଭାବରେ ପୂଜା କଲେ ଭଗବାନ ପୂଜା ସ୍ୱୀକାର କରି ଥାଆନ୍ତି, ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଭଗବାନ ପ୍ରସନ୍ନ ରହି ଥାଆନ୍ତି।…
Read More...

ଚା’,କଫି ପ୍ରେମୀ ସାବଧାନ; ଜାଣନ୍ତୁ କ’ଣ କହୁଛି ଆଇସିଏମଆର ନିର୍ଦ୍ଦେଶାବଳୀ..

ନୂଆଦିଲ୍ଲୀ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଭାରତୀୟଙ୍କୁ ଚା’ କିମ୍ବା କଫିର ସେବନ ସୀମିତ ପରିମାଣରେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଆଇସିଏମଆର ଏନଆଇଏନ ସହ ଆଲୋଚନା ମାଧ୍ୟମରେ ଜାରି…
Read More...

ବର୍ଷା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ! ଏହି ତାରିଖରେ ପହଞ୍ଚିବ ମୌସୁମୀ, ଆଇଏମଡି ଦେଲା ଖୁସି ଖବର..

ନୂଆଦିଲ୍ଲୀ : ଆସିଲା ଖୁସି ଖବର। ତାତିରୁ ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ୩୧ ମେ ସୁଦ୍ଧା କେରଳ ପହଞ୍ଚିବା ସମ୍ଭାବନା ରହିଛି ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ରାଜଧାନୀରେ ମେଗା ରୋଡ ସୋ.. ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ୍‌‌ ସୋ.. ମାଉସୀ ମା ମନ୍ଦିର ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌‌ ସୋ.. ସନ୍ଧ୍ୟାରେ ରୋଡ ସୋ କରିବେ…
Read More...

ଦେଖନ୍ତୁ ଭିଡିଓ : ଗଧ ସହ ଏମିତି କଲେ ଯୁବକ ; ତା’ପରେ ଗଧ ଯାହା କଲା ବିଶ୍ୱାସ କରିବେ ନାହିଁ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଘଟଣା ଦେଖିବାକୁ ମିଳିବ ତାହା କଳ୍ପନା କରିବ ଅସମ୍ଭବ। ଭିଡିଓକୁ ଦେଖି ଅନେକ ଥର ଏହା ବିଶ୍ୱାସ କରି ହୁଏ ନାହିଁ। ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ନିକଟରେ ଭାଇରାଲ…
Read More...

୨୦୨୫ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ରାହୁ..

ରାହୁ ଗ୍ରହ ନବଗ୍ରହଙ୍କ ମଧ୍ୟରେ ଜଣେ। ଏହାଙ୍କୁ ଛାୟା ଗ୍ରହ ବୋଲି ମଧ୍ୟ କୁହାଯାଏ। ରାହୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ରହି ଥାଆନ୍ତି। ଗୋଟିଏ ରାଶିକୁ ପୁଣି ଆସିବାକୁ ଅନେକ ବର୍ଷ ଲାଗିଥାଏ। ଛାୟା ଗ୍ରହ…
Read More...

ବେଆଇନ ମହୁଲ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ;୪ ଗିରଫ

ଦେବଗଡ଼ : ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍  ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ…
Read More...

ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି ହେଭିୱେଟ୍

ଆସନ୍ତାକାଲି ଏବଂ ୧୭ରେ ଓଡିଶାରେ ହିମନ୍ତ ବିଶ୍ୱଶର୍ମା କରିବେ ନିର୍ବାଚନ ପ୍ରଚାର। ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ। ସେ ଆସନ୍ତାକାଲି ବ୍ରଜରାଜନଗର, ବଣାଇ, ଅତାବିରା ଓ ଜଟଣୀରେ ଜନସଭାରେ…
Read More...

୧୭ରେ ଓଡିଶା ଆସିବେ ହେମାମାଳିନୀ ; ଏହି ସ୍ଥାନରେ କରିବେ ପ୍ରଚାର..

ଭୁବନେଶ୍ୱର : ମେ’ ୧୭ରେ ଓଡିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ୧୭ ତାରିଖରେ ସେ ଓଡିଶା ଆସିବା ସହ ୩ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗର…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ସୋରଡାରେ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା.. ମେ’ ୧୭ରେ ଓଡିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ.. ୧୬ ଏବଂ ୧୭ରେ ଓଡିଶାରେ ହିମନ୍ତ ବିଶ୍ୱଶର୍ମାଙ୍କ ମାରାଥନ ପ୍ରଚାର.. ନିର୍ବାଚନ…
Read More...

ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିବ ତାତି। ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୫ ଓ ୧୬…
Read More...

ଗାଁରେ ପଶିଲା ଚିତାବାଘ

ମୟୁରଭଞ୍ଜ : ଗାଁରେ ପଶିଲା ଚିତାବାଘ। ଭୟଭୀତ ଗ୍ରାମବାସୀ। ବାରିପଦା ବନଖଣ୍ଡ ଲୁଲୁଙ୍ଗ ଜଗନ୍ନାଥପୁରରେ ବୁଧବାର ଚିତାବାଘ ପଶିଥିବା ଖବର ମିଳିଛି। ଗ୍ରାମର କଣ୍ଟା ବଣ ଭିତରେ ଚିତାବାଘଟି ପଶି ରହିଥିବା ସୂଚନା ମିଳିଛି।…
Read More...

ଦେଖନ୍ତୁ ଭିଡିଓ: ଦୁଇ ବିଲେଇଙ୍କ ଝଗଡାରେ ଆସିଲେ କାଉ, କୁକୁର : ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ମନଛୁଆଁ ହୋଇଥାଏ। ଅନେକ ସମୟରେ କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସେଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ହେଉଛି ଦୁଇ…
Read More...

ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..

ବାସ୍ତୁ ଅନୁସାରେ ହାତରେ ପିନ୍ଧୁଥିବା ଘଣ୍ଟା ଆପଣଙ୍କ ଭାଗ୍ୟ ସହ ଜଡିତ। ହାତରୁ ଘଣ୍ଟା ଖୋଲି ରଖିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। କାରଣ ଅନେକଙ୍କ ଅଭ୍ୟାସ ହାତରୁ ଘଣ୍ଟା ଖୋଲିବା ପରେ ଏଣେତେଣେ…
Read More...

ଭିଡିଓ ଦେଖି ହସି ହସି ଗଡି ଯିବେ: ମାଛ ଧରୁ ଧରୁ ଯୁବକଙ୍କ ଜାଲରେ ଫସିଲା କୁମ୍ଭୀର: ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ସହ ଅନେକ ସମୟରେ ଭୟଭୀତ ମଧ୍ୟ ହୋଇଥାଆନ୍ତି। ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ନିଜ ହସକୁ ରୋକି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଗୁରୁବାରଠୁ ପୁଣି ବଢିବ ଖରା: ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ.. ଆଜି ଏବଂ ଆସନ୍ତାକାଲି କେତେକ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା.. ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ନର୍ମଦାରେ ବୁଡି ଗଲେ ଗୋଟିଏ ପରିବାରର ୭ ଜଣ, ଖୋଜାଖୋଜି ଜାରି

ଗୁଜରାଟ : ଗୁଜୁରାଟର ପୋଇଚାରେ ନର୍ମଦା ନଦୀରେ ଗୋଟିଏ ପରିବାରର ୭ ଜଣ ବୁଡି ଯାଇଥିବା ନେଇ ଖବର ମିଳିଛି। ମଙ୍ଗଳବାର ମଧ୍ୟାହ୍ନରେ ଏମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ। ପାଣିର ଅଧିକ ସ୍ରୋତରେ ଭାସି ଯାଇଥିବା ପ୍ରାଥମିକ…
Read More...

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ ଗ୍ରହଙ୍କ ବିଶେଷ ସଂଯୋଗ ସ୍ଥିତି ସୃଷ୍ଟି ହୋଇଛି। ସର୍ବପ୍ରଥମେ ୧ ମେରେ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିଛନ୍ତି। ଏହାପରେ ୧୪ ମେରେ ସୂର୍ଯ୍ୟ ଦେବତା…
Read More...

ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

ନବରଙ୍ଗପୁର : ଘରେ ପଶି ବନ୍ଧୁକ ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ଡଙ୍ଗରଭେଜା ଗାଁରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ଦୁର୍ବୃତ୍ତଏହି ଲୁଟ୍ କରିଥିବା ବୁଧବାର ଅଭିଯୋଗ ହୋଇଛି। ୮ ଜଣ ଲୁଟେରା ବନ୍ଧୁକ ସହ ଖଣ୍ଡା ଧରି ଘରେ…
Read More...

କାହିଁକି ଆମେରିକାରେ ବଢୁଛି ଗୁପଚୁପ୍ ଚାହିଦା..

ନୂଆଦିଲ୍ଲୀ : ଭାରତରେ ଷ୍ଟ୍ରିଟ୍ ଫୁଡ୍ କଥା ଆସିଲେ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ଗୁପଚୁପ୍। ବର୍ତ୍ତମାନ ସମୟରେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଏହାର ଅନେକ ଚାହିଦା ଦେଖାଯାଉଛି। ଆମେରିକା ହ୍ୱାଇଟ୍ ହାଉସରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ମେ’ ୧୬ରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ୨୮ଟି ଆସନରୁ ୨୪ଟି ଆସନ ଜିତିବ ବିଜେଡି.. ଦୁଇଟି ସିଟରେ କଂଗ୍ରେସ ଓ ଗୋଟିଏ ସିଟରେ ବିଜେପି ସହ ଟକ୍କର ହେବ..…
Read More...

ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ଅଭିଯୋଗ

ପିପିଲି : ପିପିଲି ନିକଟବର୍ତ୍ତି ମାଳିବରାହୀ ଗ୍ରାମର ଆରାଧ୍ୟ ଦେବୀ ମା’ ଉତ୍ତରେଶ୍ୱରୀ ଠାକୁରାଣୀଙ୍କ ମନ୍ଦିରର ଦାନବାକ୍ସକୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ତା’ ମଧ୍ୟରେ ଥିବା ଦାନଅର୍ଥକୁ ଚୋରି…
Read More...

୧୬ରେ ନବୀନଙ୍କ ରୋଡ୍ ଶୋ’

ଭୁବନେଶ୍ୱର : ମେ’ ୧୬ରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ କରିବେ ରୋଡ୍ ଶୋ’। ଗଙ୍ଗନଗର ଛକରୁ ବାହାରିବ ରୋଡ୍ ଶୋ। ଏଲଆଇସି କାର୍ଯ୍ୟାଳୟ, ଗୋପବନ୍ଧୁ ଛକ, ଡିଏଭି ଛକରେ କରିବେ ରୋଡ୍ ଶୋ’।…
Read More...

ଦେଖନ୍ତୁ ଭିଡିଓ; ମାଙ୍କଡ ଠାରୁ ଜୀବନ ବଞ୍ଚାଇବା ପାଇଁ ଏମିତି କଲା ବାଘ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ବେଶ ଭାଇରାଲ୍ ହୋଇଥାଏ। କିଛି ଭିଡିଓ ଦେଖି ଛାତିଥରି ଉଠିବା ସହ କିଛି ଆଶ୍ଚର୍ଯ୍ୟ ଚକିତ କରିଥାଏ। କିଛି ଭିଡିଓ ଖୁବ୍ କୌତୁକିଆ। ଏବେ ଏଭଳି…
Read More...

ହୃଦଘାତରୁ ରକ୍ଷା ପାଇବା ପାଇଁ ଏସବୁ ଖାଆନ୍ତୁ..

ବର୍ତ୍ତମାନ ସମୟର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହୃଦଘାତର ମୁଖ୍ୟ କାରଣ ପାଲଟିଛି। ଭୁଲ୍ ଖାଦ୍ୟପେୟ କାରଣରୁ ଲୋକଙ୍କୁ ହୃଦୟ ଜନିତ ରୋଗର ସାମ୍ନା କରିବାକୁ ପଡୁଛି। ଅଧିକାଂଶ ଲୋକେ ବାହାରର ଛଣାଛଣି ଖାଦ୍ୟ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୬ ଯାତ୍ରୀ ମୃତ

ହାପୁଡ : ଉତ୍ତରପ୍ରଦେଶର ହାପୁଡ ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅ ଜଣଙ୍କର ମୃତ୍ୟୁ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଲଗାତାର ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ମୁମ୍ବାଇରେ ବିଲବୋର୍ଡ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି.. ୭୪ ଆହତ ଅବସ୍ଥାରେ…
Read More...

ଅଧିକ ଫୋନ୍ ବ୍ୟବହାର କଲେ ଗୋଡାଇ ଗୋଡାଇ ମାରିବ ଷଣ୍ଢ ; ବିଶ୍ୱାସ ନ ହେଲେ ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେ ବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ ତାହା କଳ୍ପନା କରିବା ସମ୍ଭବ ନୁହେଁ। ଅନେକ ସମୟରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେବା ସହ ଭୟ ମଧ୍ୟ…
Read More...

ମହାନଦୀ କୂଳରେ ଗାଁ; ପିଇବା ପାଣି ଏମାନଙ୍କ ପାଇଁ ଏବେ ସ୍ୱପ୍ନ

ବୌଦ୍ଧ : ବୌଦ୍ଧଜିଲ୍ଲା ମହାନଦୀ କୂଳରେ ଗଢି ଉଠିଥିବା ବେଳେ ଜିଲ୍ଲାଦେଇ ସାଲୁଙ୍କି, ବାଘନଦୀ, ତେଲନଦୀ ଭଳି ଅନେକ ନଦୀ ପ୍ରବାହିତ ହେଉଛି। ଜିଲ୍ଲାରେ ଜଳ ସଂପଦ ରହି ଥିଲେ ମଧ୍ୟ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଲାଗି…
Read More...

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା ୧୪ ମେ ୨୦୨୪ରେ ରାଶି ପରିବର୍ତ୍ତନ କରୁଛନ୍ତି। ୧୪ ମେ ସନ୍ଧ୍ୟା ୦୫ଟା ୪୧ ମିନିଟରେ ବୃଷ ରାଶିରେ ପ୍ରବେଶ କରିବେ। ଏହା ଦ୍ୱାରା ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ।…
Read More...

ରାହୁ ଚଳନ ; ଆଗାମୀ ୩୭୬ ଦିନ ଏହି ରାଶିଙ୍କ ବନ୍ଦ ଭାଗ୍ୟର ଖୋଲିବ ତାଲା, ..ହେବନି ପକେଟ୍ ଖାଲି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ଉଗ୍ର ଗ୍ରହ ବୋଲି କୁହାଯାଏ। ରାହୁ ଗୋଟିଏ ରାଶିରେ ୧୮ ମାସ ପର୍ଯ୍ୟନ୍ତ ଭ୍ରମଣ କରି ଥାଆନ୍ତି। ରାହୁ ଏହି ସମୟରେ ମୀନ ରାଶିରେ ବିରାଜମାନ କରିଛନ୍ତି। ଏବଂ ୨୦୨୫ ପର୍ଯ୍ୟନ୍ତ ରହିବେ।…
Read More...

ଦେଖନ୍ତୁ ଭିଡିଓ ; ଛୁଆକୁ କେମିତି ରାସ୍ତା ପାର୍ କରାଇଲା ମାଆ ଭାଲୁ..

ନୂଆଦିଲ୍ଲୀ : ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ସୋସିଆଲ ମିଡିଆରେ ଏପରି ଏକ ମନଛୁଆଁ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଯେ କେହି ମଧ୍ୟ ଖୁସି ଅନୁଭବ କରିବ। ଭିଡିଓଟି ଆମେରିକା ଉତ୍ତରୀ କାରୋଲିନାର। ମାଆ ଭାଲୁ ଓ ଛୁଆର…
Read More...

ଦେଖନ୍ତୁ ଭିଡିଓ : ଚମକି ପଡି ଆଶ୍ଚର୍ଯ୍ୟ ହେବେ : ଆଇରନ କରିବା ପାଇଁ ବ୍ୟକ୍ତି ଆପଣାଇଲେ ଏମିତି ବୁଦ୍ଧି, ନା ଦରକାର…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେଉଁ ଭିଡିଓ କେତେବେଳେ ଭାଇରାଲ ହେବ, ତାହା କଳ୍ପନା କରିବା ଅସମ୍ଭବ। କେତେବେଳେ କାରକୁ ହେଲିକପ୍ଟର ତ ପୁଣି କେତେବେଳେ ଡବାକୁ କରାଯାଉଛି କୁଲର୍। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି,…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ମୋଦୀଙ୍କ ଅଭିଭାଷଣ.. କନ୍ଧମାଳ ଆସି ଯେଉଁ ଆଶୀର୍ବାଦ ମିଳିଛି ତାହା ଜୀବନରେ କେବେ ଭୁଲି ପାରିବି ନାହିଁ - ମୋଦୀ.. ଭୁବନେଶ୍ୱରରେ ଭବ୍ୟ ରୋଡ ସୋକୁ ଭୁରି ଭୁରି ପ୍ରଶଂସା କଲେ…
Read More...

ଶନିବାରର ଏହି ଗୋଟିଏ ଉପାୟ; ବାସ୍ତୁ ଠାରୁ ଦୂର ହେବ ଚାକିରି ସମସ୍ୟା..

ଶନିବାର ଦିନ ବିଶେଷ ଭାବେ ପ୍ରଭୁ ହନୁମାନ ଓ ଶନିଦେବଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ଶନିବାର ଦିନ ପ୍ରଭୁ ହନୁମାନଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ବଳ, ବୁଦ୍ଧି ଓ ବିଦ୍ୟା ପ୍ରାପ୍ତି ହୋଇଥାଏ। ପ୍ରଭୁଙ୍କ ଆରାଧନା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

୫ ଦିନ ଯାଏଁ କାଁଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ.. ରାତିରେ ଭିଜିବ ଟ୍ୱିନ୍ ସିଟି.. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ, ଜୁନ୍‌ ୧ ପର୍ଯ୍ୟନ୍ତ…
Read More...

କୁଟୁରା ମାଂସ ଜବତ :୫ ଶିକାରୀ ଗିରଫ

ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ଦୁଆରଶୁଣୀ ଜଙ୍ଗଲରୁ ଶୁକ୍ରବାର ସକାଳେ ଶିକାରୀ ମାନେ ଶିକାର କରିଥିବା ୮ କେଜି ଓଜନର କୁଟୁରା ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣ…
Read More...