www.samajalive.in
Sunday, December 7, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ : ଚମକି ପଡି ଆଶ୍ଚର୍ଯ୍ୟ ହେବେ : ଆଇରନ କରିବା ପାଇଁ ବ୍ୟକ୍ତି ଆପଣାଇଲେ ଏମିତି ବୁଦ୍ଧି, ନା ଦରକାର ବିଜୁଳ, ନା ଆଇରନ.. 

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେଉଁ ଭିଡିଓ କେତେବେଳେ ଭାଇରାଲ ହେବ, ତାହା କଳ୍ପନା କରିବା ଅସମ୍ଭବ। କେତେବେଳେ କାରକୁ ହେଲିକପ୍ଟର ତ ପୁଣି କେତେବେଳେ ଡବାକୁ କରାଯାଉଛି କୁଲର୍। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ନିଜକୁ ହସିବାକୁ ରୋକି ପାରିବେ ନାହିଁ। ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ଏଠାରେ ଜଣେ ବ୍ୟକ୍ତି ସାର୍ଟ ଆଇରନ କରିବା ପାଇଁ ଆଇରନର ବ୍ୟବହାର କରି ନାହାଁନ୍ତି କି ବିଜୁଳିର ବ୍ୟବହାର କରି ନାହାଁନ୍ତି।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି ପୋଷାକ ଆଇରନ୍ କରିବା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି, ଏହାକୁ ଦେଖି ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିବେ ନାହିଁ। ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି ପୋଷାକ ଆଇରନ କରିବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି। ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ରୋଷେଇ ଘର ଚଟାଣରେ ଚାଦର ବିଛାଇ ରଖିଛନ୍ତି। ଏହାଉପରେ ନିଜ ସାର୍ଟ ରଖିଛନ୍ତି। ଗ୍ୟାସରେ ରଖିଥିବା କୁକରର ସିଟି ବାଜିବା ମାତ୍ରେ ବ୍ୟକ୍ତି ଜଣକ କୁକରକୁ ଉଠାଇ ନିଜ ସାର୍ଟ ଉପରେ ରଖି ଆଇରନ କରିବା ଭଳି ବ୍ୟବହାର କରୁଛନ୍ତି। ଏହାଦ୍ୱାରା ବିଜୁଳି ଖର୍ଚ୍ଚ ମଧ୍ୟ ହେବ ନାହିଁ। ଭିଡିଓଟିକୁ ଦେଖିବା ପରେ ଲକ୍ଷାଧିକ ଲୋକେ ଏହାକୁ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories