www.samajalive.in
Monday, December 15, 2025
24.1 C
Bhubaneswar

ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

ଉଚ୍ଚ କୋଲେଷ୍ଟେରୋଲ୍ ହୃଦୟ ଜନିତ ମାରାତ୍ମକ ରୋଗ ସହ ଷ୍ଟ୍ରୋକ୍ ବିପଦ ସୃଷ୍ଟି କରିଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। ବିଶେଷ କରି ଶରୀରରେ ରାତି ସମୟରେ ଦେଖାଯାଉଥିବା ଖରାପ ଏଲଡିଏଲ କୋଲେଷ୍ଟେରୋଲର ଲକ୍ଷଣ ଦେଖାଗଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ।

ରାତି ସମୟରେ ଆପଣଙ୍କ ପାଦରେ ପୋଡାଜଳା ହେବା ଭଳି ଅନୁଭୂତ ହେବା ଶରୀରରେ ଖରାପ କୋଲେଷ୍ଟେରୋଲ୍ ବୃଦ୍ଧି ହେବାର ସଙ୍କେତ ଦେଇଥାଏ।

- Advertisement -

ରାତିରେ ଶୋଇବା ସମୟରେ ଦୀର୍ଘ ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ ହେଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏହା ଉଚ୍ଚ କୋଲେଷ୍ଟେରୋଲର ସଙ୍କେତ ଦେଇଥାଏ।

ଧନୀ ହେବା ସହ ଭାଗ୍ୟ ଚମକିବାର ସଙ୍କେତ ଦିଏ ଏହି ସ୍ୱପ୍ନ..

ହାତ, ପାଦରେ ଝିମଝିମ ହେବା ଭଳି ଅନୁଭୂତ ହେବା ମଧ୍ୟ ଉଚ୍ଚ କୋଲେଷ୍ଟେରୋଲର ଲକ୍ଷଣ ହୋଇପାରେ। ବିଶେଷ କରି ଏହି ଯନ୍ତ୍ରଣା ରାତି ସମୟରେ ଅଧିକ ଅନୁଭବ ହୋଇଥାଏ। ଏଭଳି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ରାତିରେ ଶୋଇବା ସମୟରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲେ, ବାରମ୍ବାର ନିଦ ଭାଙ୍ଗୁ ଥିଲେ, ନିଶ୍ଚୟ କୋଲେଷ୍ଟେରୋଲ୍ ପରୀକ୍ଷା କରାନ୍ତୁ।

ରାତିରେ ପାଦ ବରଫ ଭଳି ଥଣ୍ଡା ପଡିବା ମଧ୍ୟ ଶରୀରରେ ଖରାପ କୋଲେଷ୍ଟେରୋଲ୍ ବୃଦ୍ଧିର ଲକ୍ଷଣ ହୋଇଥାଏ।

ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories