ଧନୀ ହେବା ସହ ଭାଗ୍ୟ ଚମକିବାର ସଙ୍କେତ ଦିଏ ଏହି ସ୍ୱପ୍ନ..

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଭିନ୍ନ ଭିନ୍ନ ଜିନିଷ ଦେଖିବା ବିଭିନ୍ନ ସଙ୍କେତ ଦେଇଥାଏ। ଏଭଳି କିଛି ସ୍ୱପ୍ନ ରହିଛି ଯାହା ଭାଗ୍ୟ ଚମକିବା ସହ ଶୁଭ ସଙ୍କେତ ଦେଇଥାଏ। ୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ.. ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ସୁନା-ଚାନ୍ଦି ଦେଖିବା ଅତ୍ୟନ୍ତ ଶୁଭ। ଯଦି ଆପଣ ସ୍ୱପ୍ନରେ ସୁନା ଗହଣାକୁ ଦେକାନରେ ହେଉ କିମ୍ବା ଘରେ ଦେଖୁଛନ୍ତି, ଏହା ଶୁଭଙ୍କର। ସୁନାଗହଣା ସମ୍ପତ୍ତି ଓ … Continue reading ଧନୀ ହେବା ସହ ଭାଗ୍ୟ ଚମକିବାର ସଙ୍କେତ ଦିଏ ଏହି ସ୍ୱପ୍ନ..