ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..

ନୂଆଦିଲ୍ଲୀ : ହାତୀ ନିଜର ଶକ୍ତି ତଥା ବୁଦ୍ଧି ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ଭାଇରାଲ ହେଉଥିବା ହାତୀର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ହାତୀ ଦୁଇଟି କିଭଳି ସମ୍ପୂର୍ଣ୍ଣ ଅନୁଶାସନରେ ଗୋଟିଏ ଟ୍ରକରେ ଚଢୁଛନ୍ତି, ଯାହା ଭିଡିଓରେ ଦେଖିପାରିବେ। ଭିଡିଓକୁ ଏଯାଏଁ ହଜାର ହଜାର ଲୋକେ ଦେଖି ସାରିଲେଣି। ହାତୀର ବୁଦ୍ଧିକୁ ଲୋକେ ଖୁବ୍ ପ୍ରଂଶସା କରିଛନ୍ତି। View this post on Instagram A post shared by Hariharan … Continue reading ଦେଖନ୍ତୁ ଭିଡିଓ : ଏ ହେଉଛି ସ୍ମାର୍ଟ ହାତୀ..