www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ : ଗଧ ସହ ଏମିତି କଲେ ଯୁବକ ; ତା’ପରେ ଗଧ ଯାହା କଲା ବିଶ୍ୱାସ କରିବେ ନାହିଁ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଘଟଣା ଦେଖିବାକୁ ମିଳିବ ତାହା କଳ୍ପନା କରିବ ଅସମ୍ଭବ। ଭିଡିଓକୁ ଦେଖି ଅନେକ ଥର ଏହା ବିଶ୍ୱାସ କରି ହୁଏ ନାହିଁ। ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ନିଜେ ନିଜକୁ ବିଶ୍ୱାସ କରି ପାରିବେ ନାହିଁ। ଭିଡିଓଟି ହେଉଛି ଏକ ଗଧ ଓ ଜଣେ ଯୁବକର। ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି।


ଭିଡିଓଟିରେ ଆପଣ ଦେଖିପାରିବେ ଜଣେ ଯୁବକ ଗଧକୁ ହଇରାଣ କରୁଛି। ଏପରି ବ୍ୟସ୍ତ କରୁଛି ଯାହା ଭିଡିଓ ଦେଖିଲେ ସ୍ପଷ୍ଟ ବାରି ହେଉଛି। ଗଧକୁ ବାରମ୍ବାର ଚାପୁଡା ମାରୁଛି। ଏହାପରେ ତୁରନ୍ତ ଗଧ ବିରକ୍ତ ହୋଇ ପାଲଟା ଆକ୍ରମଣ କରୁଛି। ଯୁବକ ଜଣକ ଗଧ ଉପରେ ବସିବା ପରେ ଗଧ ତାଙ୍କୁ ଓଲଟାଇ ନିଜ ପାଟିରେ ଯୁବକଙ୍କ ଗୋଡକୁ ଖୁବ ଜୋରରେ ଧରି ରଖୁଛି। ଯୁବକ ଏହାପରେ ଚିତ୍କାର ମଧ୍ୟ କରୁଛନ୍ତି। ଗଧ ଯୁବକଙ୍କୁ ମାଟିରେ ପକାଇ କିଛି ବାଟ ଟାଣି ନେଉଛି। ଭିଡିଓଟିକୁ ଏକ୍ସରେ ଶେୟାର କରାଯାଇଛି। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

୨୦୨୫ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ରାହୁ..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories