www.samajalive.in
Saturday, December 6, 2025
19.1 C
Bhubaneswar

ଶନିବାରର ଏହି ଗୋଟିଏ ଉପାୟ; ବାସ୍ତୁ ଠାରୁ ଦୂର ହେବ ଚାକିରି ସମସ୍ୟା..

ଶନିବାର ଦିନ ବିଶେଷ ଭାବେ ପ୍ରଭୁ ହନୁମାନ ଓ ଶନିଦେବଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ଶନିବାର ଦିନ ପ୍ରଭୁ ହନୁମାନଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ବଳ, ବୁଦ୍ଧି ଓ ବିଦ୍ୟା ପ୍ରାପ୍ତି ହୋଇଥାଏ। ପ୍ରଭୁଙ୍କ ଆରାଧନା କରିବା ଦ୍ୱାରା ରୋଗ ଓ କଷ୍ଟରୁ ମୁକ୍ତି ମିଳିଥାଏ। ଶାସ୍ତ୍ରରେ ମଧ୍ୟ ପ୍ରଭୁ ହନୁମାନଙ୍କର ପୂଜା ଅତ୍ୟନ୍ତ କଲ୍ୟାଣକାରୀ ଓ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ ବୋଲି ମାନ୍ୟତା ରହିଛି।
ଧାର୍ମିକ ମାନ୍ୟତା ଅନୁସାରେ ପ୍ରଭୁ ହନୁମାନଙ୍କୁ କିଛି ବିଶେଷ ଜିନିଷ ଖୁବ୍ ପ୍ରିୟ। ଏହାକୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ..

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

- Advertisement -

ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ମଲ୍ଲି ଫୁଲର ତେଲରେ ସିନ୍ଦୂର ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଏହାପରେ ୫ଟି ପାନ ପତ୍ର, ୫ ଅଶ୍ୱତ୍ଥପତ୍ରରେ ମାଳା ତିଆରି କରି ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଉନ୍ନତି ହୋଇଥାଏ।
ଅନେକ ଚେଷ୍ଟା କରିବା ପରେ ମଧ୍ୟ ଆର୍ଥିକ ସମସ୍ୟା ଦୂର ନହେଲେ ଶନିବାର ଦିନ ସତେଜ ପାନ ପତ୍ର ପ୍ରଭୁ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ। ସେହି ପତ୍ରକୁ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ। ମାନ୍ୟତା ଅନୁସାରେ ଏହାଦ୍ୱାରା ଧନର ଅଭାବ ହୋଇନଥାଏ। ବାସ୍ତୁ ଦୋଷ ଦୂର କରିବା ପାଇଁ ନିୟମିତ ହଳଦୀ ମିଶ୍ରିତ ଜଳ ପାନପତ୍ରରେ ଛିଞ୍ଚନ୍ତୁ। ଏହାର ଜଳକୁ ବ୍ୟବସାୟ ସ୍ଥାନରେ ଛିଞ୍ଚନ୍ତୁ। ଏହାଦ୍ୱାରା ମନସ୍କାମନା ପୂରଣ ହେବା ସହ ସଫଳତା ପ୍ରାପ୍ତି ହୋଇଥାଏ।
ବ୍ୟବସାୟରେ କ୍ଷତି ଲାଗି ରହୁଥିଲେ, ଚେଷ୍ଟା ପରେ ମଧ୍ୟ ଫଳ ମିଳୁନଥିଲେ। ମଙ୍ଗଳବାର ଦିନ ୫ ପାନପତ୍ରରେ ମାଳା ପ୍ରସ୍ତୁତ କରି କାର୍ଯ୍ୟସ୍ଥଳରେ ପୂର୍ବ ଦିଗରେ ରଖନ୍ତୁ। ଶନିବାର ଦିନ ଏହି ମାଳା ବଦଳାନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ମିଠା ପାନ ଅର୍ପଣ କରନ୍ତୁ। ମାନ୍ୟତା ଅନୁସାରେ ଏହାଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories