www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ମାଙ୍କଡ ଠାରୁ ଜୀବନ ବଞ୍ଚାଇବା ପାଇଁ ଏମିତି କଲା ବାଘ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଜଡିତ ଅନେକ ଭିଡିଓ ବେଶ ଭାଇରାଲ୍ ହୋଇଥାଏ। କିଛି ଭିଡିଓ ଦେଖି ଛାତିଥରି ଉଠିବା ସହ କିଛି ଆଶ୍ଚର୍ଯ୍ୟ ଚକିତ କରିଥାଏ। କିଛି ଭିଡିଓ ଖୁବ୍ କୌତୁକିଆ। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖାଯାଉଛି ମାଙ୍କଡ ମାନେ ମିଶି ବାଘକୁ ଭୟଭୀତ କରାଇ ଦେଉଛନ୍ତି। ଏହା ଏବେ ଖୁବ୍ ଭାଇରାଲ ହେଉଛି।

ଅଧିକ ଫୋନ୍ ବ୍ୟବହାର କଲେ ଗୋଡାଇ ଗୋଡାଇ ମାରିବ ଷଣ୍ଢ ; ବିଶ୍ୱାସ ନ ହେଲେ ଦେଖନ୍ତୁ ଭିଡିଓ..

- Advertisement -


ଭିଡିଓରେ ଆପଣ ଦେଖିପାରିବେ ଜଙ୍ଗଲ ମଧ୍ୟରେ ଏକ ରାସ୍ତା ଯାଇଛି। ହଠାତ୍ ରାସ୍ତା ଉପରକୁ ଅନେକ ମାଙ୍କଡ ପଳାଇ ଆସୁଛନ୍ତି। ରାସ୍ତାରେ ମାଙ୍କଡ ଦଳ ବୁଲୁଛନ୍ତି। ସେହି ସମୟରେ ହଠାତ୍ ଏକ ଚିତାବାଘ ଆସି ମାଙ୍କଡଙ୍କୁ ଆକ୍ରମଣ କରୁଛି। ମାଙ୍କଡ ଠାରୁ ବାଘ ଖୁବ୍ ଶକ୍ତିଶାଳୀ। ମାତ୍ର ଏଠାରେ ଏମିତି କିଛି ଘଟିଛି, ଯାହାକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡିଓରେ ଦେଖିପାରିବେ, ଚିତାବାଘ ମାଙ୍କଡଙ୍କ ଉପରେ ଆକ୍ରମଣ କରିବା ମାତ୍ରେ ଗୋଟିଏ ନୁହେଁ ଅନେକ ମାଙ୍କଡ ଏକାଠି ହୋଇ ବାଘ ଉପରେ ଆକ୍ରମଣ କରୁଛନ୍ତି। ବାଘ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛି। ବାଘ ଖସି ପଳାଇବାକୁ ଚେଷ୍ଟା କଲେ ମଧ୍ୟ ମାଙ୍କଡ ତା’ ପିଛା କରୁଛି।
ଭିଡିଓକୁ ଦେଖି ଲୋକେ ନିଜର ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories