www.samajalive.in
Monday, December 15, 2025
24.1 C
Bhubaneswar

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା ୧୪ ମେ ୨୦୨୪ରେ ରାଶି ପରିବର୍ତ୍ତନ କରୁଛନ୍ତି। ୧୪ ମେ ସନ୍ଧ୍ୟା ୦୫ଟା ୪୧ ମିନିଟରେ ବୃଷ ରାଶିରେ ପ୍ରବେଶ କରିବେ। ଏହା ଦ୍ୱାରା ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ। ମାତ୍ର ଏପରି କିଛି ରାଶି ରହିଛି, ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ବିଶେଷ ଭାବେ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ମଜଭୂତ ହେବ। ସୌଭାଗ୍ୟ ପ୍ରାପ୍ତି ହେବ। ମନ ପସନ୍ଦର ଚାକିରି ମିଳିବ। ଜାଣନ୍ତୁ..

ମେଷ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଭାଗ୍ୟଶାଳୀ ହେବ। ବ୍ୟବସାୟରେ ଲାଭବାନ୍ ହେବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଚାକିରି କରିଥିବା ବ୍ୟକ୍ତି ବିଶେଷଙ୍କର ଦରମାରେ ବୃଦ୍ଧି ହେବ। ଚାକିରି ଖୋଜୁ ଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରି ମିଳିବ।

- Advertisement -

ସିଂହ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍ ଶୁଭଙ୍କର। ଏମାନଙ୍କ ଜୀବନରେ ହସଖୁସିର ବାତାବରଣ ରହିବ। ବ୍ୟବସାୟୀଙ୍କର ଖୁବ୍ ଉନ୍ନତି ହେବ। କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ।

ରାହୁ ଚଳନ ; ଆଗାମୀ ୩୭୬ ଦିନ ଏହି ରାଶିଙ୍କ ବନ୍ଦ ଭାଗ୍ୟର ଖୋଲିବ ତାଲା, ..ହେବନି ପକେଟ୍ ଖାଲି

କର୍କଟ – କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭଙ୍କର। ଆୟରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୂତ ହେବ। ଶୁଭ ଖବର ମିଳିବ। ମନ ପ୍ରସନ୍ନ ରହିବ।

କୁମ୍ଭ – କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭଙ୍କର। ନୂତନ ଯାନ କିମ୍ବା ଭୂମି କିଣିବାର ସମ୍ଭାବନା ରହିଛି। ଭାଗ୍ୟରେ ସୁପରିବର୍ତ୍ତନ ହେବ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୂତ ହେବ।

ଦକ୍ଷିଣ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ ; ହୋଇଯିବେ କାଙ୍ଗାଳ..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories