ରାହୁ ଚଳନ ; ଆଗାମୀ ୩୭୬ ଦିନ ଏହି ରାଶିଙ୍କ ବନ୍ଦ ଭାଗ୍ୟର ଖୋଲିବ ତାଲା, ..ହେବନି ପକେଟ୍ ଖାଲି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ଉଗ୍ର ଗ୍ରହ ବୋଲି କୁହାଯାଏ। ରାହୁ ଗୋଟିଏ ରାଶିରେ ୧୮ ମାସ ପର୍ଯ୍ୟନ୍ତ ଭ୍ରମଣ କରି ଥାଆନ୍ତି। ରାହୁ ଏହି ସମୟରେ ମୀନ ରାଶିରେ ବିରାଜମାନ କରିଛନ୍ତି। ଏବଂ ୨୦୨୫ ପର୍ଯ୍ୟନ୍ତ ରହିବେ। ରାହୁଙ୍କ ଚଳନ କିଛି ରାଶି ପାଇଁ ଶୁଭ ହେବା ସହ ବରଦାନ ହେବ। ତେବେ ଜାଣନ୍ତୁ ଆସନ୍ତା ୩୭୬ ଦିନ ରାହୁ ମୀନ ରାଶିରେ ବିରାଜମାନ ରହିବା ଦ୍ୱାରା କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ। ବିକ୍ରି ହେଉଛି ନକଲି … Continue reading ରାହୁ ଚଳନ ; ଆଗାମୀ ୩୭୬ ଦିନ ଏହି ରାଶିଙ୍କ ବନ୍ଦ ଭାଗ୍ୟର ଖୋଲିବ ତାଲା, ..ହେବନି ପକେଟ୍ ଖାଲି