www.samajalive.in
Saturday, December 6, 2025
26.1 C
Bhubaneswar

ରାହୁ ଚଳନ ; ଆଗାମୀ ୩୭୬ ଦିନ ଏହି ରାଶିଙ୍କ ବନ୍ଦ ଭାଗ୍ୟର ଖୋଲିବ ତାଲା, ..ହେବନି ପକେଟ୍ ଖାଲି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ଉଗ୍ର ଗ୍ରହ ବୋଲି କୁହାଯାଏ। ରାହୁ ଗୋଟିଏ ରାଶିରେ ୧୮ ମାସ ପର୍ଯ୍ୟନ୍ତ ଭ୍ରମଣ କରି ଥାଆନ୍ତି। ରାହୁ ଏହି ସମୟରେ ମୀନ ରାଶିରେ ବିରାଜମାନ କରିଛନ୍ତି। ଏବଂ ୨୦୨୫ ପର୍ଯ୍ୟନ୍ତ ରହିବେ।
ରାହୁଙ୍କ ଚଳନ କିଛି ରାଶି ପାଇଁ ଶୁଭ ହେବା ସହ ବରଦାନ ହେବ। ତେବେ ଜାଣନ୍ତୁ ଆସନ୍ତା ୩୭୬ ଦିନ ରାହୁ ମୀନ ରାଶିରେ ବିରାଜମାନ ରହିବା ଦ୍ୱାରା କେଉଁ ରାଶିଙ୍କ ଭାଗ୍ୟ ବଦଳିଯିବ।

ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

- Advertisement -

ମେଷ – ରାହୁ ଚଳନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଅତ୍ୟନ୍ତ ଖୁସି ଆଣିବ। ବ୍ୟବସାୟରେ ଲାଭ ହେବ। ସମସ୍ତ କାର୍ଯ୍ୟରେ ଉନ୍ନତି ହେବ। ଜୀବନରେ ଧନସମ୍ପତ୍ତି ବୃଦ୍ଧି ପାଇବ। ହଠାତ୍ ଧନ ମିଳିବ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ନୂତନ କାର୍ଯ୍ୟର ଶୁଭାରମ୍ଭ ହେବ। ପକେଟ୍ ଖାଲି ହେବ ନାହିଁ।

ବିଛା – ରାହୁଙ୍କ ରାଶି ପରିବର୍ତ୍ତନ ବିଛା ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର। ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହେବ। ଏହି ସମୟରେ ନିବେଶ ଶୁଭଙ୍କର। ବ୍ୟବସାୟୀଙ୍କ ପାଇଁ ଶୁଭ ସମୟ।

ସିଂହ – ରାହୁ ଚଳନ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ପରିଶ୍ରମ ଅନୁଯାୟୀ ଲକ୍ଷ୍ୟ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories