ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

ଦେଶରେ ସ୍ୱାଦିଷ୍ଟ ଭୋଜନର ରହସ୍ୟ ଏଠାକାର ମସଲା ବୋଲି କୁହାଯାଏ। ମସଲା ବିନା ଖାଦ୍ୟର କଳ୍ପନା କରିବା ସମ୍ଭବ ହୋଇନଥାଏ। ମସଲା କେବଳ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ଶରୀର ପାଇଁ ମଧ୍ୟ ଲାଭଦାୟକ। ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଅନେକ ବର୍ଷ ପୂର୍ବରୁ ମହିଳାମାନେ ନିଜ ଘରେ ହିଁ ହଳଦୀ, ଜିରା, ଲଙ୍କା, ଧନିଆ ଆଦି ପ୍ରସ୍ତୁତ କରୁଥିଲେ। ଫଳରେ ମସଲା ଅପମିଶ୍ରିତ କିମ୍ବା ଏଥିରେ କୌଣସି … Continue reading ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..