ଦକ୍ଷିଣ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ ; ହୋଇଯିବେ କାଙ୍ଗାଳ..

ବାସ୍ତୁ ଶାସ୍ତ୍ରରେ ଦିଗର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଘରେ ରଖାଯାଉଥିବା ପ୍ରତ୍ୟେକ ଜିନିଷ ବାସ୍ତୁ ଅନୁସାରେ ରଖିବା ଦ୍ୱାରା ଜୀବନରେ କଦାପି ସମସ୍ୟାର ସାମ୍ନା କରିବାକୁ ପଡି ନଥାଏ। ସେହିଭଳି ଘରେ ଦିଗ ପ୍ରତି ଧ୍ୟାନ ନଦେବା ଦ୍ୱାରା ଜୀବନରେ ନାନା ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏକ ଛୋଟ୍ ଭୁଲ୍ ପାଇଁ ବ୍ୟକ୍ତି କାଙ୍ଗାଳ ମଧ୍ୟ ହୋଇ ଯାଆନ୍ତି। ଘରର ପ୍ରତ୍ୟେକ ଦିଗର କିଛି ନା କିଛି ଜିନିଷ ରଖିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଅଶୁଭ … Continue reading ଦକ୍ଷିଣ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ ; ହୋଇଯିବେ କାଙ୍ଗାଳ..