www.samajalive.in
Monday, December 15, 2025
26.1 C
Bhubaneswar

ଦକ୍ଷିଣ ଦିଗରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ ; ହୋଇଯିବେ କାଙ୍ଗାଳ..

ବାସ୍ତୁ ଶାସ୍ତ୍ରରେ ଦିଗର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଘରେ ରଖାଯାଉଥିବା ପ୍ରତ୍ୟେକ ଜିନିଷ ବାସ୍ତୁ ଅନୁସାରେ ରଖିବା ଦ୍ୱାରା ଜୀବନରେ କଦାପି ସମସ୍ୟାର ସାମ୍ନା କରିବାକୁ ପଡି ନଥାଏ। ସେହିଭଳି ଘରେ ଦିଗ ପ୍ରତି ଧ୍ୟାନ ନଦେବା ଦ୍ୱାରା ଜୀବନରେ ନାନା ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏକ ଛୋଟ୍ ଭୁଲ୍ ପାଇଁ ବ୍ୟକ୍ତି କାଙ୍ଗାଳ ମଧ୍ୟ ହୋଇ ଯାଆନ୍ତି। ଘରର ପ୍ରତ୍ୟେକ ଦିଗର କିଛି ନା କିଛି ଜିନିଷ ରଖିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଅଶୁଭ ହୋଇଥାଏ। ଭୁଲରେ ମଧ୍ୟ ବାରଣ ହୋଇଥିବା ଜିନିଷକୁ ସେହି ଦିଗରେ ରଖନ୍ତୁ ନାହିଁ। ଜାଣନ୍ତୁ ଦକ୍ଷିଣ ଦିଗରେ କେଉଁ ଜିନିଷକୁ ରଖିବାକୁ ବାରଣ କରାଯାଇଛି।

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

- Advertisement -

ଜ୍ୟୋତିଷ ଶାସ୍ତ୍ରରେ ଦକ୍ଷିଣ ଦିଗକୁ ଯମ ଦେବତାଙ୍କ ଦିଗ ବୋଲି ମାନ୍ୟତା ରହିଛି। କୁହାଯାଏ ଦକ୍ଷିଣ ଦିଗରେ ଭୁଲରେ ମଧ୍ୟ ଜଳନ୍ତା ଦୀପ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଦକ୍ଷିଣ ଦିଗରେ ଜଳନ୍ତା ଦୀପ ରଖିବା ଦ୍ୱାରା ଅଶୁଭ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଭଳି କି ବ୍ୟକ୍ତି ଧିରେ ଧିରେ କାଙ୍ଗାଳ ହୋଇଯାଏ। ଘରୁ ସୁଖଶାନ୍ତି ଦୂର ହୋଇଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଜଳନ୍ତା ଦୀପ ସର୍ବଦା ଉତ୍ତର ଦିଗରେ ରଖିବା ଆବଶ୍ୟକ। ଏହି ଦିଗରେ ଦୀପ ରଖିବା ଶୁଭଙ୍କର। କୁହାଯାଏ ଏହାଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଯାଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହୋଇଥାଏ। କଦାପି ଟଙ୍କାର ଅଭାବ ହୋଇନଥାଏ।
ଏହାସହ ଘରର ଦକ୍ଷିଣ ଦିଗରେ ଭୁଲରେ ମଧ୍ୟ ତୁଳସୀ ବୃକ୍ଷ ରଖନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ଘରୁ ସୁଖସମୃଦ୍ଧି ଦୂର ହୋଇଯାଏ।

ଦେଖନ୍ତୁ ଭିଡିଓ : କଇଁଛକୁ ଖୁଆଉଥିଲେ, ହଠାତ୍ ପାଣି ଭିତରୁ ବାହାରିଲା ଭୟଙ୍କର ଜୀବ, ଭୟରେ ଦୌଡିଲେ ଯୁବତୀ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories