ଦେଖନ୍ତୁ ଭିଡିଓ : କଇଁଛକୁ ଖୁଆଉଥିଲେ, ହଠାତ୍ ପାଣି ଭିତରୁ ବାହାରିଲା ଭୟଙ୍କର ଜୀବ, ଭୟରେ ଦୌଡିଲେ ଯୁବତୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଦେଖି ଅନେକ ସମୟରେ ଲୋକେ ଭୟଭୀତ ହୋଇ ଯାଆନ୍ତି। ନିକଟରେ ସେଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଜଣେ ଯୁବତୀ ଜଳାଶୟ ନିକଟରେ କଇଁଛକୁ ଖାଇବାକୁ ଦେବା ସମୟରେ ଏପରି କିଛି ଘଟିଥିଲା। ଯାହାକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇଯିବ। View this post on Instagram A post shared by Phuket Insta (@phuketinsta) ଭିଡିଓରେ ଦେଖାଯାଉଛି, ଜଣେ ଯୁବତୀ … Continue reading ଦେଖନ୍ତୁ ଭିଡିଓ : କଇଁଛକୁ ଖୁଆଉଥିଲେ, ହଠାତ୍ ପାଣି ଭିତରୁ ବାହାରିଲା ଭୟଙ୍କର ଜୀବ, ଭୟରେ ଦୌଡିଲେ ଯୁବତୀ..