ଅଧିକ ଫୋନ୍ ବ୍ୟବହାର କଲେ ଗୋଡାଇ ଗୋଡାଇ ମାରିବ ଷଣ୍ଢ ; ବିଶ୍ୱାସ ନ ହେଲେ ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେ ବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ ତାହା କଳ୍ପନା କରିବା ସମ୍ଭବ ନୁହେଁ। ଅନେକ ସମୟରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେବା ସହ ଭୟ ମଧ୍ୟ ଲାଗିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ଯାହାକୁ ଦେଖି ଭୟଭୀତ ହୋଇଯିବେ। ତେବେ ଅଧିକ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଭିଡିଓ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ। … Continue reading ଅଧିକ ଫୋନ୍ ବ୍ୟବହାର କଲେ ଗୋଡାଇ ଗୋଡାଇ ମାରିବ ଷଣ୍ଢ ; ବିଶ୍ୱାସ ନ ହେଲେ ଦେଖନ୍ତୁ ଭିଡିଓ..