www.samajalive.in
Saturday, December 6, 2025
26.1 C
Bhubaneswar

ଭିଡିଓ ଦେଖି ହସି ହସି ଗଡି ଯିବେ: ମାଛ ଧରୁ ଧରୁ ଯୁବକଙ୍କ ଜାଲରେ ଫସିଲା କୁମ୍ଭୀର: ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ସହ ଅନେକ ସମୟରେ ଭୟଭୀତ ମଧ୍ୟ ହୋଇଥାଆନ୍ତି। ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ଏବେ ଏମିତି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ମାତ୍ରେ ଆପଣ ହସିବାକୁ ଆରମ୍ଭ କରିବେ। ଭିଡିଓରେ ଦେଖିପାରିବେ,ଜଣେ ଯୁବକ ମାଛ ଧରିବାକୁ ଚେଷ୍ଟା କରୁଛନ୍ତି।


ଜଣେ ଯୁବକ ସମୁଦ୍ର କୂଳରେ ମାଛ ଧରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଯୁବକଙ୍କ ଅଜାଣତରେ ସେ ମାଛ ଧରୁଥିବା ବନିଶୀ କଣ୍ଟାରେ ମାଛ ବଦଳରେ ଏକ କୁମ୍ଭୀର ଫସି ଯାଇଛି। ଏହାପରେ ହଠାତ୍ କୁମ୍ଭୀରଟି ସମୁଦ୍ର ଭିତରୁ ବାହାରି ଯୁବକଙ୍କୁ ଗୋଡାଇବାକୁ ଲାଗୁଛି। ଅନେକ ବାଟ ପର୍ଯ୍ୟନ୍ତ ଗୋଡାଉଛି। ଯୁବକ ଭୟରେ ଖୁବ୍ ଜୋରରେ ଦୌଡି ପଳାଉଛନ୍ତି। ସେ ଏହା କଳ୍ପନା ମଧ୍ୟ କରି ନଥିବେ ବୋଲି ଅନେକ ଲୋକେ ଭିଡିଓ ଦେଖି ନିଜର ମତ ଦେଉଛନ୍ତି। ଭିଡିଓକୁ ଲକ୍ଷାଧିକ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

- Advertisement -

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories