www.samajalive.in
Sunday, December 7, 2025
13.1 C
Bhubaneswar

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଦୀର୍ଘ ୨୦୦ ବର୍ଷ ପରେ ଶନିଙ୍କ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ମେ ୬ରେ ଶନି ଦେବତା ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରି ଥିଲେ। ନିଜ ରାଶିରେ ରହିବା ପରେ ଶନିଦେବ ୨୦୦ ବର୍ଷ ପରେ ଏହି ନକ୍ଷତ୍ରରେ ବିରାଜମାନ ହୋଇଛନ୍ତି।

ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମାର ପର୍ବ ୨୩ ମେରେ ପାଳନ କରାଯିବ। ବୁଦ୍ଧ ପୂର୍ଣ୍ଣିମାରେ ଶୁକ୍ରାଦିତ୍ୟ, ଗଜଲକ୍ଷ୍ମୀ, ଗୁରୁ ଆଦିତ୍ୟ ଆଦି ଯୋଗ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ, ବୁଦ୍ଧ ପୂର୍ଣ୍ଣିମାରେ ସୃଷ୍ଟି ହେଉଥିବା ଏହି ଶୁଭ ଯୋଗ ଏହି ରାଶିର ବ୍ୟକ୍ତିବିଶେଷ ଭାଗ୍ୟକୁ ଚମକାଇବ। ଖୁବ ଶୀଘ୍ର ଏହି ରାଶି ମାନଙ୍କୁ ଭାଗ୍ୟ ବଦଳିଯିବ।

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

- Advertisement -

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଚାକିରିରେ ପଦନ୍ନୋତି ହେବ। ଦରମା ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ସହ ଉନ୍ନତି ହେବ। ସରଳରେ ଧନ ସଞ୍ଚୟ କରି ପାରିବେ। ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିବ।
ଘରେ-ପରିବାରରେ ଦୀର୍ଘ ଦିନରୁ ଲାଗି ରହିଥିବା ବାଧା ଦୂର ହେବ। ଯେଉଁ କାର୍ଯ୍ୟରେ ଆରମ୍ଭ କରିବେ ସେଥିରେ ସଫଳତା ପ୍ରାପ୍ତି ହେବ। ଖର୍ଚ୍ଚରେ ନିୟନ୍ତ୍ରଣ ରହିବା ସହ ହଠାତ୍ ଧନ ପ୍ରାପ୍ତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଧନ ରୋଜଗାର କରିବାର ମାର୍ଗ ମିଳିବ। ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ହେବ।

କର୍କଟ – କର୍ମକ୍ଷେତ୍ର- ବ୍ୟବସାୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ଉଚ୍ଚ କର୍ମଚାରୀଙ୍କ ସହଯୋଗ ମିଳିପାରିବ।

ସିଂହ – ବୁଦ୍ଧ ପୂର୍ଣ୍ଣିମାରେ ଆପଣଙ୍କ ରାଶିରେ ଧନ ଲାଭର ଯୋଗ ରହିଛି। ବିଭିନ୍ନ ସ୍ରୋତରୁ ଧନ ପ୍ରାପ୍ତି ହେବ। ଜୀବନସାଥୀଙ୍କ ସହଯୋଗରେ ଜରୁରୀ କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଯୋଡି ହୋଇ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍ ; ଚାଟ୍ ରେ ଆପଣଙ୍କ ପସନ୍ଦରେ ମିଳିବ ଏସବୁ..

ତୁଳା – ଧନ ସହ ଜଡିତ ସମସ୍ୟା ଦୂର ହେବ। ଧନଲାଭ ହେବ। ବ୍ୟବସାୟରେ ଉନ୍ନତି ହେବ। ମାନ-ସମ୍ମାନ ବୃଦ୍ଧି ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ସନ୍ତାନଙ୍କ ଠାରୁ ଶୁଭ ଖବର ମିଳିବ।

କୁମ୍ଭ- ଟଙ୍କା ରୋଜଗାରର ସ୍ରୋତ ମିଳିବ। ହଠାତ୍ ଧନ ପ୍ରାପ୍ତି ହୋଇପାରେ। ନିବେଶ ପାଇଁ ଭଲ ସମୟ। ମାନ-ସମ୍ମାନ ବୃଦ୍ଧି ହେବ। ବୈବାହିକ ଜୀବନ ଉତ୍ତମ ରହିବ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories