ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

ଅନେକ ସମୟରେ ଅଧିକାଂଶଙ୍କ ମନରେ ପ୍ରଶ୍ନ ଆସିଥାଏ, ଯେ ଆମ ଶରୀର ସୁସ୍ଥ ଅଛି କି ନାହିଁ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ, ଉତ୍ତମ ନିଦ, ମାନସିକ ଦୁଃଶ୍ଚିନ୍ତାରୁ ଦୂର ରହିବା ନିତାନ୍ତ ଜରୁରୀ। ଏସବୁ ବିନା ଶରୀର ସୁସ୍ଥ ରହିବା ଅସମ୍ଭବ। କିଛି ଏଭଳି ଲକ୍ଷଣ ରହିଛି, ଯାହା ଆପଣଙ୍କ ଶରୀର ସୁସ୍ଥ ରହିବାର ସଙ୍କେତ ଦେଇଥାଏ। ଜାଣନ୍ତୁ ସେହି ଲକ୍ଷଣ ବିଷୟରେ.. ଆପଣଙ୍କ ଜିଭର ରଙ୍ଗ ହାଲକା ଲାଲ ରଙ୍ଗ କିମ୍ବା ହାଲକା … Continue reading ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..