ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍ ; ଚାଟ୍ ରେ ଆପଣଙ୍କ ପସନ୍ଦରେ ମିଳିବ ଏସବୁ..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍। ହ୍ୱାଟ୍ସଆପ୍ ନିକଟରେ ନିଜର ୟୁଆଇରେ କିଛି ପରିବର୍ତ୍ତନ କରିଛି। ଏହା ପରେ ବ୍ୟବହାରକାରୀଙ୍କୁ ଆଇଓଏସ ଓ ଆଣ୍ଡରଏଡ୍ ଉଭୟରେ ଗୋଟିଏ ପ୍ରକାରର ଅନୁଭବ ମିଳି ପାରୁଛି। ଏହା ବ୍ୟତୀତ କମ୍ପାନୀ ନୂଆ ଡାର୍କ ମୋଡ୍ ଓ ଅନ୍ୟ ଫିଚର୍ ଯୋଡିଛି। ଏବେ ହ୍ୱାଟ୍ସଆପ ଏକ ବଡ ପରିବର୍ତ୍ତନ ଚାଟ୍ ବବଲର ରଙ୍ଗରେ କରିବାକୁ ଯାଉଛି। ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ.. ରିପୋର୍ଟ ଅନୁଯାୟୀ, … Continue reading ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍ ; ଚାଟ୍ ରେ ଆପଣଙ୍କ ପସନ୍ଦରେ ମିଳିବ ଏସବୁ..