www.samajalive.in
Friday, December 5, 2025
20.1 C
Bhubaneswar

ସାପ୍ତାହିକ ରାଶିଫଳ : ମେଷ ଠାରୁ ମୀନ, ମେ’ ୨୦ରୁ କେମିତି କଟିବ ; ଏମାନଙ୍କୁ ମିଳିବ ଧନ..

ମେ’ ୨୦ରେ ନୂଆ ସପ୍ତାହ ଆରମ୍ଭ ହେବ। ମାନ୍ୟତା ଅନୁଯାୟୀ ଏହି ସପ୍ତାହ କିଛି ରାଶିଙ୍କ ପାଇଁ ଶୁଭଙ୍କର ଓ କିଛି ରାଶିଙ୍କ ପାଇଁ ଚେତବନୀ ପୂର୍ଣ୍ଣ। କିଛି ରାଶିଙ୍କୁ ମିଳିବ ସଫଳତା। ଆର୍ଥିକ ତଥା ଟଙ୍କା ପଇସା ଦୃଷ୍ଟି କୋଣରୁ ଏହି ସପ୍ତାହ ସମସ୍ତ ରାଶି ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଜାଣନ୍ତୁ କେମିତି କଟିବ ଏ ସପ୍ତାହ..

ମେଷ – ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସପ୍ତାହରେ ଧନ ପ୍ରାପ୍ତିର ସୁଯୋଗ ମିଳିବ। ପରିଶ୍ରମର ଫଳ ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ନିବେଶ ପାଇଁ ଉତ୍ତମ ସମୟ।
ବୃଷ – ସନ୍ତାନ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ।
ମିଥୁନ- ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଧନ ପ୍ରାପ୍ତି ସହ କିଛି ନୂଆ ଜିନିଷ କିଣି ପାରନ୍ତି। ଧ୍ୟାନର ସହ ଟଙ୍କା ଖର୍ଚ୍ଚ କରନ୍ତୁ।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

- Advertisement -

କର୍କଟ – ଧନ ସହ ଜଡିତ ମାମଲାରେ ସାବଧାନ ରୁହନ୍ତୁ। ଅଧିକ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ।
ସିଂହ – ଏହି ସପ୍ତାହରେ ଆପଣଙ୍କୁ ଧନ ପ୍ରାପ୍ତି ହେବ। ହଠାତ୍ ଧନ ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।
କନ୍ୟା – ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ପରିଶ୍ରମ କରିବା ଦ୍ୱାରା ସଫଳତା ମିଳିବ। ନିବେଶ ପାଇଁ ଏହା ଉତ୍ତମ ସମୟ।
ତୁଳା – ଏହି ସପ୍ତାହ ଆପଣ ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ସଞ୍ଚୟ ନିଶ୍ଚୟ କରନ୍ତୁ।

ଧନୀ ହେବା ସହ ଭାଗ୍ୟ ଚମକିବାର ସଙ୍କେତ ଦିଏ ଏହି ସ୍ୱପ୍ନ..

ବିଛା – ଏହି ସପ୍ତାହ ଆପଣଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଉତ୍ଥାନ-ପତନ ଲାଗି ରହିପାରେ। ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ।
ଧନୁ – ପୂର୍ବ ଅପେକ୍ଷାରେ ଏହି ସପ୍ତାହ ଆପଣଙ୍କ ଆର୍ଥିକ ସ୍ଥିତି ଉତ୍ତମ ରହିବ। ନିବେଶ ପାଇଁ ଲାଭଦାୟକ। ଧନ ଲାଭ ହେବ।
ମକର – ଆର୍ଥିକ ଦୃଷ୍ଟି କୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ଉତ୍ତମ। ଚାକିରିରେ ଉନ୍ନତି ହେବା ସହ ନୂତନ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ରହିଛି। ଧନ ଲାଭ ହେବ।
ମୀନ – ଆର୍ଥିକ ଦୃଷ୍ଟି କୋଣରୁ ଏହି ସପ୍ତାହ ମିଶ୍ରିତ ରହିବ। ଧନ ସମ୍ପତ୍ତି ପ୍ରାପ୍ତି ହେବ। ମାତ୍ର ସପ୍ତାହର ଶେଷରେ ଖର୍ଚ୍ଚ ବୃଦ୍ଧି ହେବ।

ଦେଖନ୍ତୁ ଭିଡିଓ ; ଏ ହେଉଛି ଦୁନିଆର ସବୁଠାରୁ ବଡ କୁମ୍ଭୀର!

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories