ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

ଶୁକ୍ରଙ୍କ ରାଶି ପରିବର୍ତ୍ତନ। ୧୯ମେ ୨୦୨୪ରେ ଶୁକ୍ର ଗ୍ରହ ମେଷ ରାଶିରୁୁ ବୃଷ ରାଶିରେ ପ୍ରବେଶ କରିବେ। ଶୁକ୍ର ୧୯ ମେ ସକାଳ ୮ଟା ୨୨ ମିନିଟରେ ରାଶି ପରିବର୍ତ୍ତନ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ୧୨ ରାଶିରେ ଏହାର ପ୍ରଭାବ ପଡିବ। ମାତ୍ର ଏପରି କିଛି ରାଶି ରହିଛି, ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏମାନଙ୍କୁ ଅଧିକରୁ ଅଧିକ ଲାଭବାନ୍ ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିଙ୍କୁ ଜୀବନରେ ଅନେକ … Continue reading ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..