ଦେଖନ୍ତୁ ଭିଡିଓ ; ଏ ହେଉଛି ଦୁନିଆର ସବୁଠାରୁ ବଡ କୁମ୍ଭୀର!

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଜୀବଜନ୍ତୁଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଥାଏ। କିଛି ଭିଡିଓ ଏଭଳି ଥାଏ, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇ ପଡେ। ଆଶ୍ଚର୍ଯ୍ୟ ମଧ୍ୟ ଲାଗି ଥାଏ। ସେଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓଟି ଏକ କୁମ୍ଭୀରର। ମାତ୍ର ଏହାର ଆକାର ଏତେ ବଡ ନଦେଖିଲେ ବିଶ୍ୱାସ କରିବେ ନାହିଁ। ଭିଡିଓଟି ଏକ ବିଶାଳକାୟ କୁମ୍ଭୀରର। This … Continue reading ଦେଖନ୍ତୁ ଭିଡିଓ ; ଏ ହେଉଛି ଦୁନିଆର ସବୁଠାରୁ ବଡ କୁମ୍ଭୀର!