www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ : ଛୁଆକୁ ଶୋଇବା ସମୟରେ ହାତୀ ପରିବାର ଦେଖଉଛନ୍ତି Z+ ସୁରକ୍ଷା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ମନଛୁଆଁ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି, କିଭଳି ହାତୀର ପରିବାର ନିଜ ଛୁଆକୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଉଛନ୍ତି। ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି।


ଏହି ଭିଡିଓ ତାମିଲନାଡୁର ଅନାମଲାଇ ବ୍ୟାଘ୍ର ରିଜର୍ଭର ଘଞ୍ଚ ଜଙ୍ଗଲର ବୋଲି କୁହାଯାଉଛି। ଭିଡିଓରେ ଦେଖାଯାଉଛି, ଏଠାରେ ଏକ ହାତୀ ପରିବାର ନିଜ ଛୁଆକୁ ସୁରକ୍ଷା ପ୍ରତି ଧ୍ୟାନ ଦେଇ ମଜାରେ ଆରାମ କରୁଛନ୍ତି। ଏକ୍ସରେ ଏହି ଭିଡିଓ ଶେୟାର କରିବା ପରେ ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ୧୫ ସେକେଣ୍ଡର ଏହି ଭିଡିଓକୁ ହଜାର ହଜାର ଲୋକେ ଦେଖି ସାରିଲେଣି।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories