www.samajalive.in
Saturday, December 6, 2025
19.1 C
Bhubaneswar

ଏକଦମ୍ ସହଜ: ଚୁଟକିରେ ଜାଣନ୍ତୁ ତରଭୁଜକୁ ଲାଲ କରିବା ପାଇଁ ଏଥିରେ କିଛି ମିଶିଛି କି ନାହିଁ..

ଖରାଦିନେ ଶରୀରରେ ଜଳୀୟଅଂଶର ଅଭାବ ପୂରଣ କରିବା ପାଇଁ ତରଭୁଜ ସେବନ କରାଯାଏ। ମାତ୍ର ତରଭୁଜରେ ମିଠାର ମାତ୍ରା ବୃଦ୍ଧି ପାଇଁ ଓ ତା’ର ରଙ୍ଗ ବଜାୟ ରହିବା ପାଇଁ ସେଥିରେ କିଛି ଜିନିଷ ମିଶାଯାଏ। ତରଭୁଜରେ ଏରିଥ୍ରୋସିନ୍ ବି (erythrosine b)କୁ ଇଞ୍ଜେକସନ ଦ୍ୱାରା ଦିଆଯାଏ। ଯାଦ୍ୱାରା ତରଭୁଜର ଭିତର ରଙ୍ଗ ଲାଲ ରଙ୍ଗ ସହ ଅଧିକ ମିଠା ଲାଗି ଥାଏ।

ଏହାର ସେବନ ଫଳରେ ବ୍ୟସ୍ତତା ଅନୁଭବ ହେବା ସହ ବାନ୍ତି, ପେଟ ସମସ୍ୟା, ଯନ୍ତ୍ରଣା ଓ ଭୋକର ମାତ୍ରା ହ୍ରାସ ପାଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଏହାର ସେବନ କଲେ କର୍କଟ ରୋଗ ହେବାର କାରଣ ପାଲଟିଥାଏ।

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

- Advertisement -

ଏହି ମିଶ୍ରଣ ହୋଇଛି କି ନାହିଁ ଜାଣିବା ପାଇଁ ଏକ ସହଜ ଉପାୟ ରହିଛି। ଏଥିପାଇଁ ତରଭୁଜକୁ ଅଧା କାଟି ଦିଅନ୍ତୁ। ଏହାପରେ ଏକ ତୁଳା ନେଇ ତରଭୁଜ ଉପରେ ରଖନ୍ତୁ। ତୁଳା ଉପରେ ଲାଲ ରଙ୍ଗ ଲାଗିଲେ ଜାଣନ୍ତୁ ଏଥିରେ ମିଶ୍ରଣ ହୋଇଛି।

ତୁଳା ଓଦା ହୋଇ କୌଣସି ଲାଲ ରଙ୍ଗ ନଲାଗିଲେ ଜାଣିବେ ତରଭୁଜରେ କିଛି ମିଶା ଯାଇ ନାହିଁ। ଏହି ତରଭୁଜର ସେବନ କରିବା ସମ୍ପୂର୍ଣ୍ଣ ନିରାପଦ ଅଟେ।

ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories