ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

ମେ’ ୨୩ରେ ବୁଦ୍ଧ ପୂର୍ଣ୍ଣିମା ପର୍ବ ପାଳନ କରାଯିବ। ଏହି ଦିନ ଗ୍ରହଙ୍କ ସ୍ଥିତି ଅତ୍ୟନ୍ତ ଶୁଭ ରହିଛି ବୋଲି କୁହାଯାଇଛି। ନ୍ୟାୟ ଓ କର୍ମର ଦେବତା ଶନି ଗ୍ରହଙ୍କ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ଫଳରେ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଯୋଗ ସକରାତ୍ମକ ଶକ୍ତି ଓ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଏହା ଦ୍ୱାରା ଆପଣ ନିଜ ଲକ୍ଷ୍ୟକୁ ପ୍ରାପ୍ତି କରି ପାରିବେ। ଏହି ଯୋଗ ମାନସିକ ଶାନ୍ତି, … Continue reading ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ..