www.samajalive.in
Friday, December 5, 2025
26.1 C
Bhubaneswar

ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଏକ ବିବାହ ସମାରୋହରେ ଜଣେ ୧୨ ବର୍ଷୀୟ ନାବାଳିକା ସ୍ମୋକ୍ ପାନ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ନାବାଳିକାଙ୍କ ପେଟରେ ଅନ୍ତନଳୀରେ କଣା ହୋଇଯିବାରୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା। ନାବାଳିକା ଜଣକ କାର୍ଯ୍ୟକ୍ରମରେ ସ୍ମୋକ୍ ପାନ ଖାଇଥିଲେ।
ଘଟଣା କ୍ରମେ, ଏକ ବିବାହ ସମାରୋହରେ ନାବାଳିକା ଜଣଙ୍କୁ ସ୍ମୋକ୍ ପାନ ଖାଇବା ମହଙ୍ଗା ପଡିଲା। ଜୀବନ ମଧ୍ୟ ବିପଦରେ ପଡିଥିଲା।

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

- Advertisement -

ବେଙ୍ଗାଲୁରୁରେ ତରଳିକୃତ ନାଇଟ୍ରୋଜେନ୍ ଯୁକ୍ତ ସ୍ମୋକ୍ ପାନ ଖାଇବା ପରେ ନାବାଳିକାଙ୍କ ପେଟ ଭିତରେ ଅନ୍ତନଳୀରେ କଣା ହୋଇ ଯାଇଛି। ତାଙ୍କୁ ତୁରନ୍ତ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଛି। ଏହାପରେ ତାଙ୍କ ଜୀବନ ବିପଦଯୁକ୍ତ ହୋଇଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନାବାଳିକା ଜଣକ ସ୍ମୋକ୍ ପାନ ଖାଇଥିଲେ। ଏହାପରେ ତାଙ୍କ ପେଟରେ ଅନ୍ତନଳୀରେ ଛିଦ୍ର ହୋଇ ଯାଇଥିଲା। ଏହାପରେ ସର୍ଜରୀ କରାଯାଇଥିଲା। ଅସ୍ତ୍ରୋପଚାର ପରେ ନାବାଳିକାକୁ ୨ ଦିନ ଆଇସିୟୁରେ ରଖାଯାଇଥିଲା। ଏହାପରେ ଡିସଚାର୍ଜ କରାଯାଇଥିଲା।

ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories