ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

ସଭିଁଙ୍କ ଇଚ୍ଛା ସେମାନଙ୍କ ଶରୀର ସୁସ୍ଥ ରହୁ। ଶରୀର ରୋଗ ଠାରୁ ଦୂରେଇ ରହୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଗୋଟିଏ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ଗୋଟିଏ ଉପାୟ ଦ୍ୱାରା ଶରୀରକୁ ସମସ୍ତ ରୋଗରୁ ଦୂରେଇ ରଖିପାରିବେ। ଆଚର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଭୋଜନ ସମ୍ପୂର୍ଣ୍ଣ ହଜମ ହେବା ପରେ ହିଁ ୨ଥର ଭୋଜନ କରିବା ଉଚିତ୍। ଏଭଳି କରୁଥିବା ବ୍ୟକ୍ତି ବିଶେଷ ସର୍ବଦା ନିରୋଗ ରୁହନ୍ତି। ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ … Continue reading ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..