ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଏକ ବିବାହ ସମାରୋହରେ ଜଣେ ୧୨ ବର୍ଷୀୟ ନାବାଳିକା ସ୍ମୋକ୍ ପାନ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ନାବାଳିକାଙ୍କ ପେଟରେ ଅନ୍ତନଳୀରେ କଣା ହୋଇଯିବାରୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା। ନାବାଳିକା ଜଣକ କାର୍ଯ୍ୟକ୍ରମରେ ସ୍ମୋକ୍ ପାନ ଖାଇଥିଲେ। ଘଟଣା କ୍ରମେ, ଏକ ବିବାହ ସମାରୋହରେ ନାବାଳିକା ଜଣଙ୍କୁ ସ୍ମୋକ୍ ପାନ ଖାଇବା ମହଙ୍ଗା ପଡିଲା। ଜୀବନ ମଧ୍ୟ ବିପଦରେ ପଡିଥିଲା। … Continue reading ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..