www.samajalive.in
Saturday, December 6, 2025
14.1 C
Bhubaneswar

ଗାଁରେ ପଶିଲା ଚିତାବାଘ

ମୟୁରଭଞ୍ଜ : ଗାଁରେ ପଶିଲା ଚିତାବାଘ। ଭୟଭୀତ ଗ୍ରାମବାସୀ। ବାରିପଦା ବନଖଣ୍ଡ ଲୁଲୁଙ୍ଗ ଜଗନ୍ନାଥପୁରରେ ବୁଧବାର ଚିତାବାଘ ପଶିଥିବା ଖବର ମିଳିଛି। ଗ୍ରାମର କଣ୍ଟା ବଣ ଭିତରେ ଚିତାବାଘଟି ପଶି ରହିଥିବା ସୂଚନା ମିଳିଛି। ଖବର ପାଇ ବାରିପଦା ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଦେଖନ୍ତୁ ଭିଡିଓ: ଦୁଇ ବିଲେଇଙ୍କ ଝଗଡାରେ ଆସିଲେ କାଉ, କୁକୁର : ଆଉ ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories