nua o banner

ଦେଖନ୍ତୁ ଭିଡିଓ: ଦୁଇ ବିଲେଇଙ୍କ ଝଗଡାରେ ଆସିଲେ କାଉ, କୁକୁର : ଆଉ ତା’ପରେ..

bjd  ek lkhya koti banner

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ମନଛୁଆଁ ହୋଇଥାଏ। ଅନେକ ସମୟରେ କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସେଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ହେଉଛି ଦୁଇ ବିଲେଇ, ଗୋଟିଏ କାଉ ଓ କୁକୁରର। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ବେଶ ଭାଇରାଲ୍ ହେଉଛି। ଭିଡିଓଟିରେ ଦେଖିପାରିବେ ଦୁଇଟି ବିଲେଇଙ୍କର ଝଗଡାକୁ ଏକ କାଉ ଓ କୁକୁର କିଭଳି ସମାଧାନ କରୁଛନ୍ତି। ଏହି ଭିଡିଓକୁ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। କିଛି କ୍ଷଣ ପାଇଁ ବିଶ୍ୱାସ କରି ପାରିବେ ନାହିଁ। ଏହା ଏବେ ଖୁବ୍ ଭାଇରାଲ ହେଉଛି।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..


ଭାଇରାଲ ଭିଡିଓରେ ଦେଖିପାରିବେ, ଦୁଇଟି ବିଲେଇ ପରସ୍ପର ମଧ୍ୟରେ ଝଗଡା କରୁଛନ୍ତି। ମାତ୍ର ଏହାର କାରଣ ଜଣାପଡି ନାହିଁ। ପରସ୍ପରକୁ ବାରମ୍ବାର ଆକ୍ରମଣ କରୁଛନ୍ତି। ଏହି ସମୟରେ ଏକ କାଉ ଆସି ଗୋଟିଏ ବିଲେଇକୁ ଅଟକାଉଛି। ମାତ୍ର ପୁଣି ବିଲେଇ ଝଗଡା କରୁଛନ୍ତି। ସେହି ସମୟରେ ହଠାତ୍ ଏକ କୁକୁର ଆସି ଦୁଇ ବିଲେଇଙ୍କ ମଝିରେ ପ୍ରବେଶ କରୁଛି। ଝଗଡା ଶେଷ ହେଉଛି। ଏହାପରେ ବିଲେଇ ଦୁଇଟି ଭୟଭୀତ ହୋଇ ସେଠାରୁ ପଳାଉଛନ୍ତି। ଭିଡିଓଟିକୁ ଲକ୍ଷାଧିକ ଲୋକେ ଦେଖି ପସନ୍ଦ କରିବା ସହ ନିଜର ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..

Comments are closed.