www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଦୁଇ ବିଲେଇଙ୍କ ଝଗଡାରେ ଆସିଲେ କାଉ, କୁକୁର : ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ମନଛୁଆଁ ହୋଇଥାଏ। ଅନେକ ସମୟରେ କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସେଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ହେଉଛି ଦୁଇ ବିଲେଇ, ଗୋଟିଏ କାଉ ଓ କୁକୁରର। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ବେଶ ଭାଇରାଲ୍ ହେଉଛି। ଭିଡିଓଟିରେ ଦେଖିପାରିବେ ଦୁଇଟି ବିଲେଇଙ୍କର ଝଗଡାକୁ ଏକ କାଉ ଓ କୁକୁର କିଭଳି ସମାଧାନ କରୁଛନ୍ତି। ଏହି ଭିଡିଓକୁ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। କିଛି କ୍ଷଣ ପାଇଁ ବିଶ୍ୱାସ କରି ପାରିବେ ନାହିଁ। ଏହା ଏବେ ଖୁବ୍ ଭାଇରାଲ ହେଉଛି।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

- Advertisement -


ଭାଇରାଲ ଭିଡିଓରେ ଦେଖିପାରିବେ, ଦୁଇଟି ବିଲେଇ ପରସ୍ପର ମଧ୍ୟରେ ଝଗଡା କରୁଛନ୍ତି। ମାତ୍ର ଏହାର କାରଣ ଜଣାପଡି ନାହିଁ। ପରସ୍ପରକୁ ବାରମ୍ବାର ଆକ୍ରମଣ କରୁଛନ୍ତି। ଏହି ସମୟରେ ଏକ କାଉ ଆସି ଗୋଟିଏ ବିଲେଇକୁ ଅଟକାଉଛି। ମାତ୍ର ପୁଣି ବିଲେଇ ଝଗଡା କରୁଛନ୍ତି। ସେହି ସମୟରେ ହଠାତ୍ ଏକ କୁକୁର ଆସି ଦୁଇ ବିଲେଇଙ୍କ ମଝିରେ ପ୍ରବେଶ କରୁଛି। ଝଗଡା ଶେଷ ହେଉଛି। ଏହାପରେ ବିଲେଇ ଦୁଇଟି ଭୟଭୀତ ହୋଇ ସେଠାରୁ ପଳାଉଛନ୍ତି। ଭିଡିଓଟିକୁ ଲକ୍ଷାଧିକ ଲୋକେ ଦେଖି ପସନ୍ଦ କରିବା ସହ ନିଜର ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories