ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..

ବାସ୍ତୁ ଅନୁସାରେ ହାତରେ ପିନ୍ଧୁଥିବା ଘଣ୍ଟା ଆପଣଙ୍କ ଭାଗ୍ୟ ସହ ଜଡିତ। ହାତରୁ ଘଣ୍ଟା ଖୋଲି ରଖିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। କାରଣ ଅନେକଙ୍କ ଅଭ୍ୟାସ ହାତରୁ ଘଣ୍ଟା ଖୋଲିବା ପରେ ଏଣେତେଣେ ରଖିବା। ମାତ୍ର ଏହି ଅଭ୍ୟାସ ଆପଣଙ୍କୁ କାଙ୍ଗାଳ କରି ଦେଇପାରେ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରଙ୍କ ରାଶି ପରିବର୍ତ୍ତନ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଘଣ୍ଟା ସମ୍ବନ୍ଧ ବୁଧ ଗ୍ରହଙ୍କ ସହ ଜଡିତ ବୋଲି ମାନ୍ୟତା … Continue reading ହାତରୁ ଘଣ୍ଟା ଖୋଲି କେଉଁ ଦିଗରେ ରଖିବେ? ଏହି ଦିଗରେ ରଖିଲେ ହେବ ଧନହାନୀ, ଲାଗି ରହିବ ରୋଗ..