www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ : ଷ୍ଟେଜ୍ ଉପରେ କନ୍ୟାଙ୍କୁ ଉପହାର ଦେଇ ବରକୁ ନିର୍ଦ୍ଧୁମ ମାଡ ମାରିଲେ ବ୍ୟକ୍ତି, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବିବାହର ଭିଡିଓ ଭାଇରାଲ ହୋଇଥାଏ। ଯେଉଁଥିରେ ନାଚିବା, ବର-କନ୍ୟାଙ୍କ ପ୍ରବେଶ, ବିବାହରେ ହେଉଥିବା ଝଗଡା ଆଦି ଭିଡିଓ ଭାଇରାଲ ହୋଇଥାଏ। ଏମିତି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ବିବାହ ଷ୍ଟେଜରେ ବରଙ୍କୁ ଧୁମ୍ ମାଡ ମାରିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

- Advertisement -

ଭିଡିଓଟି ଚିତ୍ତେରଗଡ ଜିଲାର ଏକ ଗାଁର।
ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତିି (ଶିକ୍ଷକ) ବରଙ୍କୁ ଧୁମ୍ ମାଡ ମାରିଛନ୍ତି। ବର ଜଣକ ପଗଡି ପିନ୍ଧିଥିଲେ, ମୁଣ୍ଡରେ ଆଘାତ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟକ୍ତି ଜଣଙ୍କ ବର ଉପରେ ଆକ୍ରମଣ କରିବା ପୂର୍ବରୁ କନ୍ୟାଙ୍କୁ ଉପହାର ମଧ୍ୟ ଦେଇଥିବା ଦେଖାଯାଉଛି। ଏହି ସମସ୍ତ ଘଟଣା ଭିଡିଓରେ ରେକର୍ଡ ହୋଇଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବ୍ୟକ୍ତି ଜଣକ ଘଟଣା ପରେ ସେ ଓ ତାଙ୍କ ସହଯୋଗୀ ସେଠାରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣା ୧୨ ମେର ବୋଲି ଜଣାପଡିଛି।

ପାଣିପାଗ ବିଭାର ସୂଚନା ; ଓଡିଶାକୁ ଆସିବ ଏହି ଦିନ ମୌସୁମୀ, ଜାଣନ୍ତୁ ଅନ୍ୟ ରାଜ୍ୟକୁ କେବେ..

ଉକ୍ତ କନ୍ୟା ଓ ବ୍ୟକ୍ତି ଜଣକ ପୂର୍ବରୁ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିଲେ। ପୂର୍ବରୁ ଥିବା କୌଣସି ବିବାଦ କାରଣରୁ ବ୍ୟକ୍ତି ଜଣକ ବର ଉପରେ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି। ପୁଲିସ ଅଭିଯୁକ୍ତ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରି ସାରିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହି ଘଟଣାର ତୁଳନା ଫିଲ୍ମ ସହ କରିଛନ୍ତି। ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories