୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଦୀର୍ଘ ୨୦୦ ବର୍ଷ ପରେ ଶନିଙ୍କ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ମେ ୬ରେ ଶନି ଦେବତା ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରି ଥିଲେ। ନିଜ ରାଶିରେ ରହିବା ପରେ ଶନିଦେବ ୨୦୦ ବର୍ଷ ପରେ ଏହି ନକ୍ଷତ୍ରରେ ବିରାଜମାନ ହୋଇଛନ୍ତି। ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମାର ପର୍ବ ୨୩ ମେରେ ପାଳନ କରାଯିବ। ବୁଦ୍ଧ ପୂର୍ଣ୍ଣିମାରେ ଶୁକ୍ରାଦିତ୍ୟ, ଗଜଲକ୍ଷ୍ମୀ, ଗୁରୁ ଆଦିତ୍ୟ … Continue reading ୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..